Latest Odisha News

BREAKING NEWS

କଂଗ୍ରେସ ଛାଡିବାର ପ୍ରଶ୍ନ ଉଠୁନାହିଁ: ଜାକୋବ ପ୍ରଧାନ

ଭୁବନେଶ୍ୱର : ସୁନ୍ଦରଗଡ ବିଧାୟକ ଯୋଗେସ ସିଂହଙ୍କୁ ଦଳ ବିରୋଧି କାର୍ଯ୍ୟ ଲାଗି ରାଜ୍ୟ କଂଗ୍ରେସ ନେତୃତ୍ୱ ନିଲମ୍ବନ କରିଥିବା ବେଳେ କଂଗ୍ରେସ ଦଳର ଝାରସୁଗୁଡା ବିଧାୟକ ନବ ଦାସ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ତେବେ ଅନ୍ୟ ଜଣେ ବରିଷ୍ଠ କଂଗ୍ରେସ ନେତା ତଥା ଜି. ଉଦୟଗିରି ବିଧାୟକ ଜାକୋବ…

ରାଜଧାନୀ ଏକ୍ସପ୍ରେସ ବସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡିଶା ରାଜ୍ୟ ସଡକ ପରିବହନ ନିଗମ (ଓଏସଆରଟିସି) ଦ୍ୱାରା ପରିଚାଳିତ ରାଜଧାନୀ ଡିଲକ୍ସ (ଏସି) ବସ ସେବାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ କରିଛନ୍ତି । ରାଜଧାନୀ ଭୁବନେଶ୍ୱରରୁ ବିଭିନ୍ନ ଜିଲ୍ଲାକୁ ଆରାମଦାୟକ ଯାତ୍ରା ପାଇଁ ୨୩ଟି ଏସି ଡିଲକ୍ସ ବସ…

କଂଗ୍ରେସରୁ ଇସ୍ତଫା ଦେଲେ ବିଧାୟକ ଯୋଗେଶ ସିଂହ

ସୁନ୍ଦରଗଡ଼: ଦଳରୁ ନିଲମ୍ବନ ହେବାର ଗୋଟିଏ ଦିନ ପରେ, ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ ଶୁକ୍ରବାର ଦିନ କଂଗ୍ରେସରୁ ଇସ୍ତଫା ପ୍ରଦାନ କରିଛନ୍ତି । ବିଧାୟକ ଯୋଗେଶ ସିଂହ ପାର୍ଟିି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ…

ରାୟଗଡା: ମାଣିକେଶ୍ୱରୀ ମନ୍ଦିରରୁ ‘ଅଷ୍ଟଧାତୁ’ ମୂର୍ତ୍ତି ଚୋରି ଅଭିଯୋଗ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଖେଦାପଡ଼ା ନିକଟସ୍ଥ ମାଣିକେଶ୍ୱରୀ ମନ୍ଦିରରୁ ଗୁରୁବାର ରାତିରେ କେହି ଦୁବୃର୍ତ୍ତ ଅଷ୍ଟଧାତୁ ମୂର୍ତ୍ତି କୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ମନ୍ଦିରର କବାଟ ଭାଙ୍ଗି ଅଷ୍ଟଧାତୁ ନିର୍ମିତ…

ଚହଲଙ୍କ ଘାତକ ବୋଲିଂରେ କଙ୍ଗାରୁ ଧରାଶାୟୀ, ଭାରତର ବିଜୟ ଲକ୍ଷ୍ୟ ୨୩୧ ରନ

ମେଲବୋର୍ଣ୍ଣ: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେଉଥିବା ୩ୟ ତଥା ଚୂଡ଼ାନ୍ତ ଦିନିକିଆରେ ଘରୋଇ କଙ୍ଗାରୁ ଦଳକୁ ମାତ୍ର ୨୩୦ ରନ ସ୍କୋରରେ ଅଟକାଇ ବିରାଟ ବାହିନୀ ଏକ ସହଜ ବିଜୟ ଲକ୍ଷ୍ୟ ପଛରେ ବ୍ୟାଟିଂ ଆରମ୍ଭ କରିଛି । ୟୁଜବେନ୍ଦ୍ର ଚହଲଙ୍କ ବୋଲିଂ କଙ୍ଗାରୁ ଦଳ ଲାଗି ଘାତକ ସାବ୍ୟସ୍ତ…

କେନ୍ଦ୍ରାପଡା ଡଙ୍ଗାବୁଡି ଦୁର୍ଘଟଣା: ମୃତକଙ୍କ ପରିବାରକୁ କେନ୍ଦ୍ର ସରକାରଙ୍କ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ୱର : କେନ୍ଦ୍ରାପଡ଼ା ଜିଲ୍ଲା ମହାନଦୀ ମୁହାଣର ନିପାଣିଆରେ ଡଙ୍ଗା ବୁଡ଼ି ଘଟଣାରେ ମୃତକଙ୍କ ପରିବାର ବର୍ଗଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ ଦୁର୍ବିପାକ ରିଲିଫ ପାଣ୍ଠି (ଏନଡିଆରଏଫ୍)ରୁ ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ମିଳିଥିବା…

ଝଡ ଓ ବଜ୍ରପାତରୁ ରକ୍ଷା ନିମନ୍ତେ ସହାୟ ହେବ କ୍ୟାପ୍ : ଆଇଏମଡି ଡ଼ି.ଜି

ଭୁବନେଶ୍ୱର : ଝଡ ଏବଂ ବଜ୍ରପାତକୁ ପ୍ରତିରୋଧ କରବା ଦିଗରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ସରକାର ଏକ କମନ୍ ଆଲର୍ଟ ପ୍ରୋଟୋକଲ୍ (କ୍ୟାପ୍) ପ୍ରସ୍ତୁତ କରୁଛନ୍ତି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଡ଼ି.ଜି ଡ. କେ.ଜେ.ରମେଶ କହିଛନ୍ତି । ଏହି ମଡେଲ ପରୀକ୍ଷା ସରିଲାଣି ଏବଂ…

ମେଲବୋର୍ଣ୍ଣ ଦିନିକିଆ ଟକ୍କର: ସିରିଜ ହାତେଇବା ଲକ୍ଷ୍ୟରେ ଭାରତ

ମେଲବୋର୍ଣ୍ଣ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମେଲବୋର୍ଣ୍ଣରେ ଖେଳାଯାଉଥିବା ସିରିଜର ଆଜି ଅନ୍ତିମ ତଥା ଶେଷ ଦିନିକିଆ ମ୍ୟାଚ ଆରମ୍ଭ ହୋଇଛି । ଏହି ଅନ୍ତିମ ମ୍ୟାଚ ଜିତି ଇତିହାସ ରଚିବା ଲକ୍ଷ୍ୟରେ ବିରାଟ ବାହିନୀ ମଇଦାନକୁ ଓହ୍ଲାଇଛି । ଏହି ଦିନିକିଆ ମ୍ୟାଚରେ ଟସ୍ ଜିତି ଭାରତୀୟ ଦଳ…

ମୋତେ ନିଲମ୍ବିତ କରାଯିବାର କୌଣସି କାରଣ ନାହିଁ: କଂଗ୍ରେସ ବିଧାୟକ ଯୋଗେଶ ସିଂହ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ଗୁରୁବାର ଦିନ ସୁନ୍ଦରଗଡ଼ର ବିଧାୟକ ଯୋଗେଶ ସିଂହଙ୍କୁ ଗଣମାଧ୍ୟମ ଆଗରେ ଦଳ ବିରୋଧୀ ମନ୍ତବ୍ୟ ଦେବା ଯୋଗୁଁ ନିଲମ୍ବନ କରିଛି । ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ସୁପାରିଶ କ୍ରମେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।…

ପିପିଲି ଗଣଦୁଷ୍କର୍ମ-ହତ୍ୟା ଘଟଣା: କ୍ରାଇମବ୍ରାଞ୍ଚ ତଳକୋର୍ଟ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ

କଟକ: ଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ-ହତ୍ୟା ମାମଲାରେ ତଳକୋର୍ଟରେ ୨ଜଣ ଅଭିଯୁକ୍ତ ନିର୍ଦ୍ଦୋଷ ସାବ୍ୟସ୍ତ ହେବାପରେ ଗୁରୁବାର ଦିନ ରାଜ୍ୟ କ୍ରାଇମବ୍ରାଞ୍ଚଅଦାଲତର ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଛି । ହାଇକୋର୍ଟରେ ଅପିଲ କରିବା ସହିତ ଦୋଷୀଙ୍କ ନିମନ୍ତେ ଉପଯୁକ୍ତ…