ମୋଦୀଙ୍କୁ ସମାଲୋଚନା କରି ପାକିସ୍ତାନୀ ମିଡ଼ିଆରେ ନିନ୍ଦିତ ହେଲେ ଇମ୍ରାନ !
ଇସଲାମାବାଦ: ଭାରତ ବିରୋଧରେ କୁତ୍ସାରଟନା କରିବା ହେଉ କି ମିଥ୍ୟା ଆରୋପ ଏହା ପାକିସ୍ତାନର ଅଭ୍ୟାସଗତ ପ୍ରକୃତି କହିଲେ ଚଳେ । ପୁଲୱାମା ଆକ୍ରମଣ ପରଠାରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ…