ଓଡିଆ ପ୍ରବାସୀ ଶ୍ରମିକ: ଗୁଜରାଟରେ ଓଡିଶା ସରକାରଙ୍କ ପ୍ରତିନିଧି ହେଲେ ଅରୂପ ପଟ୍ଟନାୟକ
ଭୁବନେଶ୍ୱର: ‘ଓଡିଶା ମୋ ପରିବାର’ର ଆବାହକ ଅରୂପ ପଟ୍ଟନାୟକ ଗୁଜରାଟରେ ଓଡିଶା ସରକାରଙ୍କ ପ୍ରତିନିଧି ଭାବେ ନିଯୁକ୍ତ ହୋଇଛନ୍ତି । ଓଡିଆ ପ୍ରବାସୀ ଶ୍ରମିକଙ୍କୁ ନେଇ ଗୁଜରାଟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି କାମ କରିବେ । ଗୁଜରାଟରେ ଫସି ରହିଥିବା ଓଡିଆ ଶ୍ରମିକଙ୍କ ସମସ୍ୟା ବୁଝିବେ । ଦେଶରେ…