Latest Odisha News

BREAKING NEWS

ପ୍ରସିଦ୍ଧ ସାହିତ୍ୟିକ ମନୋଜ ଦାସ ପାଇବେ ପ୍ରଥମ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ’

ଭୁବନେଶ୍ୱର: ପ୍ରସିଦ୍ଧ ଓଡ଼ିଆ ସାରସ୍ୱତ ସାଧକ ମନୋଜ ଦାସ ୨୦୧୯ ମସିହାର ୧ମ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ’ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସାହିତ୍ୟ କ୍ଷେତ୍ରରେ ତାଙ୍କର ସାମଗ୍ରିକ ଅବଦାନ ତଥା ଜୀବନବ୍ୟାପୀ ସାରସ୍ୱତ ସାଧନା ନିମେନ୍ତ ବିଶିଷ୍ଟ ଓଡ଼ିଆ ସାହିତ୍ୟ ସାଧକ ମନୋଜ…

ଓଡ଼ିଶାର ୨ଟି ଜିଲ୍ଲା ଦେଶର ସବୁଠୁ ଉନ୍ନତି କରିଥିବା ୫ଟି ଶ୍ରେଷ୍ଠ ଜିଲ୍ଲା ମଧ୍ୟରେ ସ୍ଥାନିତ

ଭୁବନେଶ୍ୱର : ଭାରତରେ ଦ୍ୱିତୀୟ ‘ଡ଼େଲଟା ର‌୍ୟାଙ୍କିଂ ଫର୍ ଆସ୍ପାରେସନାଲ ଡ଼ିଷ୍ଟ୍ରିକ୍ଟସ’ ନୀତି ଆୟାଗ ପକ୍ଷରୁ ପ୍ରକାଶ ପାଇଛି । ଏହି ତାଲିକାରେ ଦେଶର ୫ଟି ଜିଲ୍ଲା ମଧ୍ୟରେ ଓଡିଶାର ୨ଟି ଜିଲ୍ଲା ସର୍ବୋକୃଷ୍ଟ ଉନ୍ନତି କରିଥିବା ୫ଟି ଜିଲ୍ଲା ମଧ୍ୟରେ ସ୍ଥାନ ପାଇଛି । ନୀତି ଆୟୋଗର ସିଇଓ…

ଚିଟଫଣ୍ଡ ସଂସ୍ଥା ଏମଡିଙ୍କୁ ମିଳିଲା ୫ବର୍ଷ ଜେଲ ଦଣ୍ଡାଦେଶ

ବ୍ରହ୍ମପୁର : ବ୍ରହ୍ମପୁରସ୍ଥିତ ଓପିଆଇଡି ଅଦାଲତ ଗୁରୁବାର ଦିନ ଏକ ଶୁଣାଣି କରି ‘ଏସଏସ ଡିପୋଜିଟର୍ସ’ର ପରିଚାଳନା ନିର୍ଦ୍ଦେଶକ ସନ୍ତୋଷ ତିଆଡିଙ୍କୁ ଅର୍ଥ ହେରଫେର ଓ ଠକେଇ ଅଭିଯୋଗରେ ୫ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି । ଅଦାଲତ ତାଙ୍କ ଠାରୁ ୧୧.୫ ଲକ୍ଷ ଟଙ୍କା ଜୋରିମାନା ଆଦାୟ ନିର୍ଦ୍ଦେଶ…

କନ୍ଧମାଳରେ ହାତୀକୁ ଗୁଳି କରି ହତ୍ୟା

କନ୍ଧମାଳ : କନ୍ଧମାଳ ଜିଲ୍ଲା ବାଲିଗୁଡା ଫରେଷ୍ଟ ଡିଭିଜନ ନିକଟସ୍ଥ ଗ୍ରାମରେ ଏକ ମାଈ ହାତୀକୁ କେହି ଶିକାରୀ ଗୁଳିକରି ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ ହାତୀଟି ଜନବସତି ମୁହାଁ ହୋଇ ଗ୍ରାମ ଆଡକୁ ଆସି…

ଓଡ଼ିଶାରେ ମରୁଡ଼ି ପରିସ୍ଥିତି ସମ୍ପର୍କରେ କେନ୍ଦ୍ରକୁ ଅବଗତ କରାଯାଇଛି: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ମରୁଡ଼ି ପରିସ୍ଥିତି ସମ୍ପର୍କରେ ରାଜ୍ୟ ସରକାର କେନ୍ଦ୍ରକୁ ଅବଗତ କରାଯାଇଛି ବୋଲି ରାଜ୍ୟ ରାଜସ୍ୱ ମନ୍ତ୍ରୀ ଗୁରୁବାର ଦିନ କହିଛନ୍ତି । “ରାଜ୍ୟ ସରକାର, ଏକ ସ୍ମାରକ ଦ୍ୱାରା ଓଡ଼ିଶାର ୭୦ଟି ବ୍ଲକରେ ଉପୁଜିଥିବା ମରୁଡ଼ି ପରିସ୍ଥିତି ସମ୍ପର୍କରେ ଅବଗତ କରିବା ସହିତ…

ସୋଆରେ ୨୬ତମ ‘ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ’ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ଠାରେ ଆୟୋଜିତ ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ର ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…

ମେଲବୋର୍ଣ୍ଣ ଟେଷ୍ଟ: ପୂଜାରାଙ୍କ ଶତକୀୟ ଇନିଂସ, ୪୪୩/୭ ସ୍କୋରରେ ଭାରତର ପାଳି ଘୋଷଣା

ମେଲବୋର୍ଣ୍ଣ: ବିରାଟ ବାହିନୀର ଶକ୍ତିଶାଳୀ ବ୍ୟାଟିଂ ବିଭାଗ ଦଳକୁ ଏକ ମଜବୁତ ସ୍ଥିତିରେ ପହଞ୍ଚାଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଚୂଡ଼ାନ୍ତ ମେଲବୋର୍ଣ୍ଣ ଟେଷ୍ଟର ୨ୟ ଦିବସରେ ଭାରତ ୧ମ ଇନିଂସରେ ୭ ୱିକେଟ ବିନିମୟରେ ୪୪୩ କରି ପାଳି ଘୋଷଣା କରିଛି । ବୋର୍ଡ଼ର୍ – ଗାଭାସ୍କର ଟେଷ୍ଟ ଶୃଙ୍ଖଳାକୁ…

ଆସନ୍ତା ୭୨ଘଣ୍ଟା ଯାଏଁ ଉତ୍ତର ଓଡିଶାରେ ଜାରି ରହିବ ଶୀତ ଲହରୀ

ଭୁବନେଶ୍ୱର : ଓଡିଶାରେ ଶୀତର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆସନ୍ତା ୭୨ ଘଣ୍ଟା ଯାଏଁ ଉତ୍ତର ଓଡିଶାରେ ଶୀତ ଲହରୀ ଜାରି ରହିବ । ଭୁବନେଶ୍ୱର ପାଣିପାଗ କେନ୍ଦ୍ରରୁ ଗୁରୁବାର ଦିନ ମିଳିଥିବା ରିପୋର୍ଟ ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ମାଲକାନାଗିରି, କୋରାପୁଟ,…

‘ହାପି ବାର୍ଥଡେ’ ଭାଇଜାନ ସଲମାନ, ୫୩ ବର୍ଷରେ ପଦାର୍ପଣ କଲେ

ମୁମ୍ବାଇ : ବଲିଉଡର ଭାଇଜାନ ସଲମାନ୍ ଆଜି ୫୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ସେ ୧୯୬୫ ମସିହା ଡିସେମ୍ବର ୨୭ ତାରିଖରେ ମୁମ୍ବାଇ ଠାରେ ଜନ୍ମଗ୍ରହଣ କରିଥିଲେ । ସଲମାନ ଖାନଙ୍କ ଜନ୍ମଦିନ ଅବସରରେ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନମାନଙ୍କ ପାଖରୁ ଶୁଭେଚ୍ଛାର ସୁଅ…

ମାତିଲେ ଲୁଟେରା, ବାଲେଶ୍ୱର ଓ ଖୋର୍ଦ୍ଧାରେ ଦୋକାନ ଲୁଟିନେଲେ

ଖୋର୍ଦ୍ଧା/ବାଲେଶ୍ୱର : ରାଜ୍ୟରେ ଏବେ ଲୁଟେରା ଗ୍ୟାଙ୍ଗ ମାତିଥିବାବେଳେ ଖୋର୍ଦ୍ଧା ଓ ବାଲେଶ୍ୱର ଜିଲ୍ଲାରେ ପୁଣି ଲୁଟ୍ ଭଳି ଘଟଣା ନଜରକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରେ ଦୁବୃର୍ତ୍ତମାନେ ୨ଟି ଅପ୍ଟିକାଲ ଦୋକାନ, ଗୋଟିଏ ତେଜରାତି ଦୋକାନ, ସିଲେଇ ଦୋକାନ ଓ ଗୋଟିଏ…