ଓଡ଼ିଶାର କୃଷକ ‘କାଳିଆ’ ଯୋଜନାରୁ ୫ଟି ବଡ଼ ସହାୟତା ପାଇପାରିବେ
ଭୁବନେଶ୍ୱର: କୃଷି କ୍ଷେତ୍ରରେ ରାଜ୍ୟର ଅଭିବୃଦ୍ଧି ତଥା ଦାରିଦ୍ର୍ୟତା ହ୍ରାସ ଲାଗି ଓଡ଼ିଶା ସରକାରଙ୍କ ରାଜ୍ୟ କ୍ୟାବିନେଟ ଶୁକ୍ରବାର କାଳିଆ (କୃଷକ ଆସିଷ୍ଟାନସ ଫର ଲାଇଭଲିହୁଡ଼ ଆଣ୍ଡ ଇନକମ ଆଗୁମେଣ୍ଟେସନ) ଯୋଜନାକୁ ମଞ୍ଜୁର କରିଛନ୍ତି ।
ରାଜ୍ୟ କ୍ୟାବିନେଟ ବୈଠକର ଅଧ୍ୟକ୍ଷତା କରିବା ପରେ…