ବାତ୍ୟା ପରବର୍ତ୍ତୀ ପୁନଃରୁଦ୍ଧାର ଓ ରିଲିଫ୍ ବଣ୍ଟନ କାର୍ଯ୍ୟ ଲାଗି ଓଡ଼ିଶା ସରକାରଙ୍କୁ ପ୍ରଶଂସା କଲେ କେନ୍ଦ୍ରୀୟ ଦଳ
ଭୁବନେଶ୍ୱର: ମେ’ ୩ ତାରିଖରେ ପ୍ରଳୟଙ୍କରୀ ବାତ୍ୟା ଯୋଗୁ ଁ କ୍ଷତିଗ୍ରସ୍ତ ଅଞ୍ଚଳରେ ଓଡ଼ିଶା ସରକାରଙ୍କ ରିଲିଫ୍ ବଣ୍ଟନ ଏବଂ ପୁନଃରୁଦ୍ଧାର କାର୍ଯ୍ୟକୁ ଆନ୍ତଃ-ମନ୍ତ୍ରୀସ୍ତରୀୟ ଟିମ୍ ଉଚ୍ଚ ପ୍ରଶଂସା କରିଛନ୍ତି ।
“ରାଜ୍ୟ ସରକାର ବାତ୍ୟା ବିପର୍ଯ୍ୟସ୍ତ ଅଞ୍ଚଳରେ ସୂଚାରୁରୁପେ ରିଲିଫ୍ ବଣ୍ଟନ…