ଜୋତା ପିନ୍ଧି ପବିତ୍ର ‘ମହାପ୍ରସାଦ’ ଖାଇବା ଫଟୋକୁ ନେଇ ହଟ୍ଟଚମଟ
ପୁରୀ : ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିଦର୍ଶନରେ ଆସିଥିବା କେତେକ ପର୍ଯ୍ୟଟକ ଜୋତା ପିନ୍ଧି ପବିତ୍ର ମହାପ୍ରସାଦ ଖାଉଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ କୋଲକାତାର ମାନସ ଦାସ ନାମକ ଜଣେ ପର୍ଯ୍ୟଟକ ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଥିବା ବେଳେ…