କେନ୍ଦ୍ର ପକ୍ଷରୁ ତିିତଲି କ୍ଷୟକ୍ଷତି ଲାଗି ‘ଏନଡ଼ିଆରଏଫ’ରୁ ୧୦୨୩ କୋଟି ଟଙ୍କା ସହାୟତା ମଞ୍ଜୁର
ଭୁବନେଶ୍ୱର: ଅକ୍ଟୋବର ମାସରେ ଓଡ଼ିଶାରେ ବାତ୍ୟା ‘ତିତଲି’ ଯୋଗୁ ହୋଇଥିବା କ୍ଷୟକ୍ଷତିର ସହାୟତା ପାଇଁ କେନ୍ଦ୍ର ସରକାର ଅତିରିକ୍ତ ସହାୟତା ରାଶିର ମଞ୍ଜୁର କରିଛନ୍ତି ।
କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଶାକୁ ଜାତୀୟ…