ଦେଶର ପ୍ରଥମ ସେମି ହାଇ-ସ୍ପିଡ଼ ଇଞ୍ଜିନ ବିହୀନ ‘ଟ୍ରେନ-୧୮’
ଭୁବନେଶ୍ୱର : ଦେଶରେ ବୁଲେଟ୍ ଟ୍ରେନ ଆସିବା ପୂର୍ବରୁ ଯାତ୍ରୀମାନଙ୍କ ପାଇଁ ଆସିଯାଇଛି ଦେଶର ପ୍ରଥମ ସେମି ହାଇ-ସ୍ପିଡ଼ ଇଞ୍ଜିନ ବିହୀନ ଟ୍ରେନ ।
ଭାରତର ଏହି ପ୍ରଥମ ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ଇଞ୍ଜିନ ବିହୀନ ଟ୍ରେନଟି ଗୁରୁବାର ଦିନ ଦିଲ୍ଲୀର ସଫଦରଜଂଗ ରେଲୱେ ଷ୍ଟେସନରେ…