ଖୋର୍ଦ୍ଧାରେ ମାଓବାଦୀ କ୍ୟାମ୍ପ ! ଗଜମୁଣ୍ଡିଆ ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଦେଉଳି ନିକଟବର୍ତ୍ତୀ ଗଜମୁଣ୍ଡିଆ ଜଙ୍ଗଲରେ ମାଓବାଦୀ ଥିବା ସନ୍ଦେହରେ ପୋଲିସ ସର୍ଚ୍ଚ ଅପରେସନ ଜାରି ରଖିଛି । ଖୋର୍ଦ୍ଧା ଅଞ୍ଚଳରୁ ଜଣେ ସନ୍ଦିଗ୍ଧ ମାଓବାଦୀକୁ ପୋଲିସ ଧରି ଜେରା କରିବା ପରେ ଗତକାଲି ରାତିରୁ ଏସଓଜି ଯବାନଙ୍କ ସହଯୋଗରେ ସର୍ଚ୍ଚ ଅପରେସନ…