Latest Odisha News

BREAKING NEWS

ଗଞ୍ଜାମରେ କଲେଜ ଛାତ୍ରୀଙ୍କୁ ହତ୍ୟା, ଅଭିଯୁକ୍ତର ଆତ୍ମସମର୍ପଣ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଜରଦା ଥାନା ଅନ୍ତର୍ଗତ ଖରିଆଗୁଡା ପଞ୍ଚାୟତ ନିକଟବର୍ତ୍ତି ଏକ ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ ଏକ ଯୁବକ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ମୃତକ ଜଣଙ୍କ ଭବାନୀ ବେହେରା ଓ ସେ ପୁରୀର ବାସିନ୍ଦା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଭବାନୀ ନିଜ…

ଦୀପାବଳି ଲାଗି ସୁପ୍ରିମକୋର୍ଟଙ୍କ ସୁପ୍ରିମ୍ ରାୟ, ବାଣ ଫୁଟା ଓ ବିକ୍ରି ଅନୁମତି ମିଳିଲା

ନୂଆଦିଲ୍ଲୀ : ସାରା ଦେଶରେ ଦୀପାବଳି ଉପଲକ୍ଷେ ବାଣ ବିକ୍ରିକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ଏକ ପ୍ରତୀକ୍ଷିତ ରାୟ ପ୍ରଦାନ କରିଛନ୍ତି । ଏହି ରାୟ ଅନୁଯାୟୀ ସାରା ଦେଶରେ ବାଣ ବିକ୍ରି ତଥା ଫୁଟାଇବା ପାଇଁ ଅନୁମତି ମିଳିବା ସହ ଏହା ଉପରେ ସାମାନ୍ୟ କଟକଣା ଲଗାଇଛନ୍ତି । ବାଣ ଗୁଡିକର…

ହାଜର ହେଲେ ଅଭିଜିତ, ବିଧାନସଭା ଗୃହ କମିଟିରେ ଚାଲିଛି ଜେରା

ଭୁବନେଶ୍ୱର: ବିଧାନସଭା ଗୃହ କମିଟିରେ ହାଜର ହୋଇଛନ୍ତି ଅଭିଜିତ ଆୟାର ମିତ୍ର । ମହାପ୍ରଭୁ ଶ୍ରୀଜଗନ୍ନାଥ, ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର, ଓଡ଼ିଶାର ବିଧାୟକ, ସାମ୍ବାଦିକ ତଥା ଓଡ଼ିଶା ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇ କ୍ଷମା ମାଗିଥିବା ସ୍ତମ୍ଭକାର ଅଭିଜିତ ଆୟାର ମିତ୍ର ଆଜି…

ରାଜଧାନୀରେ ମିନିବସ୍ ଓଲଟି ୨୦ ଜଣ ଆହତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠସ୍ଥ ଶିଶୁପାଳଗଡ଼ ଛକରେ ଏକ ମିନିବସ୍ ରାସ୍ତାରେ ଓଲଟି ପଡ଼ିବା ଫଳରେ ସେଥିରେ ଥିବା ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଭୁବନେଶ୍ୱର-ପୁରୀ ବାଇପାସ ଟଙ୍କପାଣି ସାଇ ମନ୍ଦିର ନିକଟରେ ଘଟିଥିôବା ସୂତ୍ରରୁ ଜଣାପଡ଼ିଛି । ରାସ୍ତାରେ…

କେଶର ଯତ୍ନ ଲାଗି କିଛି ଘରୋଇ ଟିପ୍ସ…

ଭୁବନେଶ୍ୱର: ବର୍ଷା ହେଉ କି ଖରା ସବୁ ସମୟରେ କେଶ ମୂଳ କୁଣ୍ଡେଇ ହେବା ସାଧାରଣ କଥା । ଅଧିକାଂଶ ଲୋକଙ୍କୁ ଲାଗେ ଯେ ଉକୁଣୀ କିମ୍ବା ରୁପି ଯୋଗୁଁ ଏପରି ହୁଏ । କିନ୍ତୁ କେଶମୂଳ ଶୁଷ୍କ, ସାମ୍ପ୍ୟୁ, ଖାଦ୍ୟ-ପାନୀୟରେ ଅନିୟମିତତା, କେଶରୁ ଝାଳ ବାହାରିବା, ଜୀବାଣୁ ସଂକ୍ରମଣ ଯୋଗୁଁ କେଶ ମୂଳ…

ତିତଲି ବାତ୍ୟା: ଗ୍ୟାସ ହଜିଥିବା ବିପିଏଲ ପରିବାରକୁ ୨୦୦ ଓ ଏପିଏଲ ପରିବାରକୁ ୧୨୦୦ଟଙ୍କାରେ ଗ୍ୟାସ ଯୋଗାଣ ଚାଲିଛି –…

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡିଶାରେ ସାମୁଦ୍ରିକ ଝଡ ତିତଲି ଓ ଏହା ସହ ଆସିଥିବା ବର୍ଷା ଓ ବନ୍ୟାରେ ପ୍ରଭାବିତ ଗଜପତି, ରାୟଗଡା ଓ ଗଞ୍ଜାମ ଆଦି ଜିଲ୍ଲାର ଏଲପିଜି ଉପଭୋକ୍ତମାନଙ୍କ ପାଇଁ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ତଥା ତୈଳ ବିପଣନ କମ୍ପାନୀମାନେ ତ୍ୱରିତ ପଦକ୍ଷେପ ନେଇଛନ୍ତି ବୋଲି…

ସାଉଦି ଆରବରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ଓଡ଼ିଶା ଆସିବ ମରଶରୀର

ଭୁବନେଶ୍ୱର: ସାଉଦି ଆରବରେ ଜଣେ ଓଡ଼ିଆ ଶ୍ରମିକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ମୃତ ଓଡ଼ିଆ ଶ୍ରମିକ ଜଣକ ଖୋର୍ଦ୍ଧା ଜିଲ୍ଲା ଆୟତପୁର ପଞ୍ଚାୟତ ଗୋପୀନାଥ ପ୍ରସାଦ ଗ୍ରାମର ନରେନ୍ଦ୍ର ପଲେଇ ବୋଲି ଚିହ୍ନଟ ହୋଇଛନ୍ତି । ସାଉଦି ଆରବର ଏକ ଘରୋଇ କମ୍ପାନୀରେ ପାଣି ପାଇପ ଶ୍ରମିକ ଭାବେ…

ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ହାସଲ କଲେ ପ୍ରଥମ ଆନ୍ତର୍ଜାତିକ ବ୍ୟାଡ଼ମିଣ୍ଟନ୍ ଟାଇଟଲ୍

ଭୁବନେଶ୍ୱର: ଗ୍ରୀସର ହେଲ୍ଲାସଠାରେ ଓଡ଼ିଶା ମହିଳା ବ୍ୟାଡ଼ମିଣ୍ଟନ୍ ଖେଳାଳି ଋତୁପର୍ଣ୍ଣା ପଣ୍ଡା ତାଙ୍କର ପ୍ରଥମ ଆନ୍ତର୍ଜାତିକ ବ୍ୟାଡ଼ମିଣ୍ଟନ୍ ଟାଇଟଲ୍ ଡ଼ବଲ୍ସ ବିଭାଗରେ ହାସଲ କରିଛନ୍ତି । ଫାଇନାଲରେ ଓଡ଼ିଆ ଝିଅ ଋତୁପର୍ଣ୍ଣା ତାଙ୍କ ଡ଼ବଲ୍ସ ଯୋଡ଼ି ଆରତୀ ସାରା ସୁନୀଲଙ୍କୁ ସାଥିକରି…

କାଲି ହାଜର ହେବେ ଅଭିଜିତ ମିତ୍ର, କଡ୍ଡା ସୁରକ୍ଷା ଦେବେ କମିଶନରେଟ୍ ପୋଲିସ୍ !

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥ, ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର, ଓଡ଼ିଶାର ବିଧାୟକ, ସାମ୍ବାଦିକ ତଥା ଓଡ଼ିଶା ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇ କ୍ଷମା ମାଗିଥିବା ସ୍ତମ୍ଭକାର ଅଭିଜିତ ଆୟାର ମିତ୍ର ୨୩ ଅକ୍ଟୋବର ଅର୍ଥାତ୍ ଆସନ୍ତାକାଲି ଓଡ଼ିଶା ବିଧାନସଭା ଗୃହ କମିଟି ଆଗରେ ହାଜର ହେବେ…

ଅଡୁଆରେ ଆଇଟମ ଗାର୍ଲ୍ ରାକ୍ଷୀ ସାୱନ୍ତ, ତନୁଶ୍ରୀ କଲେ ମାନହାନି ମୋକଦ୍ଦମା

ନୂଆଦିଲ୍ଲୀ : ‘ମି ଠୁ’ ଅଭିଯାନକୁ ନେଇ ପ୍ରଥମେ ଚର୍ଚ୍ଚାରେ ଆସିଥିଲେ ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତ । ସେହି ସମୟରେ ତନୁଶ୍ରୀଙ୍କ ବିରୋଧରେ ଏକ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡିଛନ୍ତି ଆଇଟମ ଗାର୍ଲ ରାକ୍ଷୀ ସାୱନ୍ତ । ଅଭିନେତ୍ରୀ ତନୁଶ୍ରୀ ‘ମି ଠୁ’ ଜରିଆରେ ପ୍ରଥମେ ନାନା…