ପୁରୀରେ ଗୋଷ୍ଠୀ ସଂଘର୍ଷରୁ ବୋମା ବିସ୍ଫୋରଣ, ୬ ଆହତ
ପୁରୀ: ପୁରୀ ସହର ଉପକଣ୍ଠସ୍ଥ ବଳିଆପଣ୍ଡା ଥାନା ନିକଟ ମଙ୍ଗଳାସାହିରେ ରବିବାର ରାତିରେ ବୋମା ବିସ୍ଫୋରଣ ଘଟି ୬ଜଣ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି ।
ଆହତ ବ୍ୟକ୍ତିମାନଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନାନୁଯାୟୀ, ଜଣେ…