# ‘ମି-ଠୁ’: ଯତୀନ ଦାସଙ୍କ ବିରୋଧରେ ଅଭିଯୋଗ, ମୁହଁ ଖୋଲିଲେ ଝିଅ ନନ୍ଦିତା
ମୁମ୍ବାଇ : ‘ମି-ଠୁ’ରେ ଯୋଡିହୋଇଯାଇଛି ପ୍ରସିଦ୍ଧ ଚିତ୍ରଶିଳ୍ପୀ ଯତୀନ ଦାସଙ୍କ ନାମ । ଏହି ଘଟଣାକୁ ନେଇ ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ଝିଅ ନନ୍ଦିତା ଦାସ ମୁହଁ ଖୋଲିଛନ୍ତି ।
ନନ୍ଦିତା ଆଜି ନିଜ ଫେସବୁକ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ “‘ମି-ଠୁ’ ଅଭିଯାନ ଚାରିଆଡେ ଜୋର ଧରିଥିବା ବଳେ…