Latest Odisha News

BREAKING NEWS

ଗଞ୍ଜାମରେ ପୋଲିସ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ଆହତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ୍ ଥାନା ଅନ୍ତର୍ଗତ ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ ଶୁକ୍ରବାର ଦିନ ଜଣେ କୁଖ୍ୟାତ ଅପରାଧୀ ଆହତ ହୋଇଛି। ଆହତ ଅପରାଧୀ ଜଣକ ମନୋଜ ସ୍ୱାଇଁ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ଏହି ଘଟଣାରେ ୪ ଜଣ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ତା୧୦-୦୫-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ  ଆଜି ହେଉଛି ୨୦୧୯ ମସିହା ମେ ମାସ ତା ୧୦ ଶୁକ୍ରବାର ମେଷ ୨୭ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର ଦିନ ୯ଟା ପର‌୍ୟ୍ୟନ୍ତ ଏହା ପରେ କର୍କଟ…

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର କ୍ଷୟକ୍ଷତି ଆକଳନ ଲାଗି ଏଏସଆଇକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୟଙ୍କର ବାତ୍ୟା ଫନି ପ୍ରଭାବରେ ପୁରୀ ଶ୍ରୀମନ୍ଦିରରେ ହୋଇଥିବା କ୍ଷୟକ୍ଷତି ଆକଳନ କରିବା ନେଇ ଗୁରୁବାର ଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ ଅନୁରୋଧ କରିଛନ୍ତି । ଭାରତୀୟ ପତ୍ନତତ୍ତ୍ୱ ସର୍ଭେ ବିଭାଗ (ଏଏସଆଇ) ର ଏକ…

ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି, ଜନଜୀବନ ଅସ୍ତବ୍ୟସ୍ତ…

ଭୁବନେଶ୍ୱର: ସମଗ୍ର ପଶ୍ଚିମ ଓଡ଼ିଶାରେ ରୌଦ୍ରତାପ ବୃଦ୍ଧି ଯୋଗୁଁ ଜନ ଜୀବନ ଅସମ୍ଭାଳ ହୋଇପଡ଼ିଛି । ଟିଟିଲାଗଡ଼ରେ ଗୁରୁବାର ଦିନ ତାପମାତ୍ରା ୪୪.୫ ଡ଼ିଗ୍ରୀ ସେଲସିୟସ ରହିଥିବାର ରେକର୍ଡ଼ କରାଯାଇଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶିତ ସୂଚନାନୁଯାୟୀ, ଟିଟିଲାଗଡ଼…

ବାତ୍ୟା ପ୍ରପୀଡ଼ିତଙ୍କ ଲାଗି ହାତରେ ଥାଳି ଧରି ସାହାଯ୍ୟ ମାଗିଲେ ଗଜପତିର ମହିଳା ଏସପି

ପାରଳାଖେମୁଣ୍ଡି: ବାତ୍ୟାର ତାଣ୍ଡବଲୀଳା ପରେ ଏପର୍ଯ୍ୟନ୍ତ ବିପର୍ଯ୍ୟସ୍ତ ଅବସ୍ଥାରେ ଅନେକ ବିପନ୍ନ ଅସହାୟ ହୋଇପଡ଼ିଛନ୍ତି । ବାତ୍ୟାରେ ଯେଉଁପରି ଭାବେରେ ଧନ ଜୀବନର କ୍ଷୟକ୍ଷତି ଘଟିଛି ତାହାର ଚିତ୍ର ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଗଞ୍ଜାମ, କଟକ ଏହିପରି ରାଜ୍ୟର ୧୪ଟି ଜିଲ୍ଲାରେ ଦେଖିବାକୁ…

ବାତ୍ୟା ବିପନ୍ନଙ୍କ ଲାଗି ସହଯୋଗର ହାତ ବଢାଇଲେ ବଲିଉଡର ସେଲିବ୍ରିଟି

ଭୁବନେଶ୍ୱର : ଓଡିଶାରେ ତାଣ୍ଡବ ରଚିଥିବା ବାତ୍ୟା ‘ଫନି’ ପରେ ରାଜ୍ୟବାସୀଙ୍କୁ ସହାୟତାର ହାତ ବଢାଇଛନ୍ତି ବଲିଉଡର ସେଲିବ୍ରିଟିମାନେ । ଏହି ସେଲିବ୍ରିଟିମାନେ #WithYouOdisha ନାମକ ଏକ ଅଭିଯାନ ଆରମ୍ଭ କରିବା ସହ ଓଡିଶାବାସୀଙ୍କୁ ସହାୟତା ପାଇଁ ଆହ୍ୱାନ କରିଛନ୍ତି ।…

ଓଡ଼ିଶା ହାଇକୋର୍ଟରେ ମେ ୧୩ ତାରିଖରୁ ସ୍ୱାଭାବିକ କାର୍ଯ୍ୟ ଚାଲିବ

କଟକ: ଓଡ଼ିଶା ହାଇକୋର୍ଟରେ ମେ ୧୩ ତାରିଖଠାରୁ ସ୍ୱାଭାବିକ ଭାବେ କାର୍ଯ୍ୟ ଚାଲୁହେବା ନେଇ ସୂଚନା ମିଳିଛି । ବାତ୍ୟା ଫନି ସମ୍ପର୍କରେ ଆଗୁଆ ସୂଚନା ଭାରତୀୟ ପାଣିପାଗ ପକ୍ଷରୁ ପାଇବା ପରେ ମେ ୨ ଏବଂ ୩ ତାରିଖ ଦୁଇଦିନ ଧରି ହାଇକୋର୍ଟ ବନ୍ଦ ରହିଥିଲା । ପୁରୀଠାରେ ବାତ୍ୟା ଫନି ସ୍ଥଳପଥ…

ଶ୍ରୀମନ୍ଦିରରେ ପୁଣି ଉଡିଲା ପତିତପାବନ ବାନା

ପୁରୀ : ବାତ୍ୟା ‘ଫନି’ ପ୍ରଭାବରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନୀଳଚକ୍ରରୁ ବାନା ଉଡିଯାଇଥିଲା ବେଳେ ଗୁରୁବାର ଦିନ ସେବାୟତମାନଙ୍କ ପକ୍ଷରୁ ମନ୍ଦିରରେ ୧୪ ଫୁଟ୍ ଲମ୍ବ ବିଶିଷ୍ଟ ବାନା ଲଗାଯାଇଛି । ମେ’ ୧ ତାରିଖ ଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପତିତପାବନ ବାନା ବଦଳା ଯାଇ ୫ ଫୁଟ୍…

ମେ’ ୧୫ ସୁଦ୍ଧା ଭୁବନେଶ୍ୱର ଉପକଣ୍ଠରେ ପହଞ୍ଚିବ ବିଦ୍ୟୁତ୍ ସେବା

ଭୁବନେଶ୍ୱର : ଭୁବନେଶ୍ୱର ବିଦ୍ୟୁତ୍ ଡିଭିଜନ୍ ଅନ୍ତର୍ଗତ ଅଞ୍ଚଳ ଗୁଡିକରେ ବିଦ୍ୟୁତ୍ ସଂଯୋଗ କରିବା ପାଇଁ ଜୋରଦାର ପ୍ରୟାସ କରାଯାଉଥିବା ବେଳେ ମେ’ ୧୧ ତାରିଖ ବେଳକୁ ରାଜଧାନୀର ଉପକଣ୍ଠରେ ଥିବା ଡିପିଏସ୍, ମେ’ ୧୩ ତାରିଖରେ ଗୋବିନ୍ଦପୁର, ମେ’ ୧୪ ବେଳକୁ ତ୍ରିନାଥ ବଜାର, ପାହାଳ,…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ସହାୟତା ରାଶି ଦାନ କଲେ ସୁବ୍ରତ୍ ବାଗଚି୍

ଭୁବନେଶ୍ୱର : ବାତ୍ୟା ‘ଫନୀ’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଓଡିଶାର ଲୋକମାନଙ୍କୁ ସହାୟତା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ‘ମାଇଣ୍ଡ ଟ୍ରି’ର ସହ ସଂସ୍ଥାପକ ତଥା ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସଡିଏ)ର ପୂର୍ବତନ ଅଧ୍ୟକ୍ଷ ସୁବ୍ରତ ବାଗଚି୍ ୨୫ ଲକ୍ଷ ଟଙ୍କା…