ସ୍ୱାଭାବିକ ଅବସ୍ଥାକୁ ଫେରୁଛି କାଶ୍ମୀର: ଖୋଲୁଛି କଲେଜ, ସ୍କୁଲ ଓ ସରକାରୀ କାର୍ଯ୍ୟାଳୟ: ମୁଖ୍ୟ ସଚିବ
ନୂଆଦିଲ୍ଲୀ: ଏବେ ଜମ୍ମୁ କାଶ୍ମୀରରେ ଥିବା ପ୍ରାୟ ସମସ୍ତ ସରକାରୀ ଦପ୍ତର ଓ ବିଭିନ୍ନ କାର୍ଯ୍ୟାଳୟ ଗୁଡ଼ିକ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇଥିବା ନେଇ ଜମ୍ମୁ ଓ କାଶ୍ମୀର ମୁଖ୍ୟ ସଚିବ ବି ଭି ଆର ସୁବ୍ରମଣ୍ୟମ ଗଣମାଧ୍ୟମରେ ଶୁକ୍ରବାର ଦିନ ପ୍ରଚାର କରିଛନ୍ତି ।
ସେ ଗଣମାଧ୍ୟମକୁ…