ଖୁବଶିଘ୍ର ଓଡ଼ିଶାକୁ ମିଳିବ ‘ଆଇକନିକ୍ ଐତିହ୍ୟ’ ମାନ୍ୟତା
ନୂଆଦିଲ୍ଲୀ: ଓଡ଼ିଶାକୁ ଖୁବଶିଘ୍ର ‘ଆଇକନିକ୍ ଐତିହ୍ୟ’ ମାନ୍ୟତା ମିଳିବାକୁ ଯାଉଛି ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍ ମଙ୍ଗଳବାର ଦିନ ସୂଚନା ପ୍ରଦାନ କରିଛନ୍ତି ।
ଏସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ୍ ରାଜ୍ୟ ପର୍ଯ୍ୟଟନ ସମ୍ମିଳନୀରେ ସୂଚନା ପ୍ରଦାନ…