ଆଜିଠୁ +୩ ଲାଗି ସ୍ପଟ୍ ଆଡମିଶନ୍ ଆରମ୍ଭ
ଭୁବନେଶ୍ୱର : ରାଜ୍ୟରେ ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ଯୁକ୍ତ ୩ରେ ନାମଲେଖା ଲାଗି ସ୍ପଟ୍ ଆଡମିଶନ୍ ପ୍ରକ୍ରିୟା ଶୁକ୍ରବାର ଦିନ ଠାରୁ ଆରମ୍ଭ ହୋଇଛି ।
ଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଛାତ୍ରଛାତ୍ରୀମାନେ ଆଡମିସନ୍ ଲାଗି ଅଗଷ୍ଟ ୧୬ରୁ ୧୮ ମଧ୍ୟରେ ନିଜ ନାମ ରେଜିଷ୍ଟର…