ଜଗା-କାଳିଆ ଖୁବ୍ ଶିଘ୍ର ଓଡ଼ିଶା ଫେରିବା ସମ୍ଭାବନା !
ନୂଆଦିଲ୍ଲୀ: ଯୋଡ଼ାମୁଣ୍ଡ ଅଲଗା ହୋଇଥିବା ଯାଆଁଳା ଶିଶୁ ଜଗା-କାଳିଆ ଖୁବ ଶିଘ୍ର ଓଡ଼ିଶା ଫେରିବାର ସମ୍ଭାବନା ରହିଛି । ଦିଲ୍ଲୀ ଏମ୍ସରେ ରହି ଚିକିତ୍ସା ହେଉଥିବା ଜଗା-କାଳିଆଙ୍କ ବାପା ମାଆ ଖୁବ୍ ଶିଘ୍ର ଓଡ଼ିଶାରେ ଥିବା ତାଙ୍କ ଗାଆଁକୁ ଫେରିବାକୁ ଇଛା ପ୍ରକାଶ କରିଛନ୍ତି ।
ଏହି ଦୁଇ…