Latest Odisha News

BREAKING NEWS

କେଶର ଯତ୍ନ ଲାଗି କିଛି ଘରୋଇ ଟିପ୍ସ…

ଭୁବନେଶ୍ୱର: ବର୍ଷା ହେଉ କି ଖରା ସବୁ ସମୟରେ କେଶ ମୂଳ କୁଣ୍ଡେଇ ହେବା ସାଧାରଣ କଥା । ଅଧିକାଂଶ ଲୋକଙ୍କୁ ଲାଗେ ଯେ ଉକୁଣୀ କିମ୍ବା ରୁପି ଯୋଗୁଁ ଏପରି ହୁଏ । କିନ୍ତୁ କେଶମୂଳ ଶୁଷ୍କ, ସାମ୍ପ୍ୟୁ, ଖାଦ୍ୟ-ପାନୀୟରେ ଅନିୟମିତତା, କେଶରୁ ଝାଳ ବାହାରିବା, ଜୀବାଣୁ ସଂକ୍ରମଣ ଯୋଗୁଁ କେଶ ମୂଳ…

ତିତଲି ବାତ୍ୟା: ଗ୍ୟାସ ହଜିଥିବା ବିପିଏଲ ପରିବାରକୁ ୨୦୦ ଓ ଏପିଏଲ ପରିବାରକୁ ୧୨୦୦ଟଙ୍କାରେ ଗ୍ୟାସ ଯୋଗାଣ ଚାଲିଛି –…

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡିଶାରେ ସାମୁଦ୍ରିକ ଝଡ ତିତଲି ଓ ଏହା ସହ ଆସିଥିବା ବର୍ଷା ଓ ବନ୍ୟାରେ ପ୍ରଭାବିତ ଗଜପତି, ରାୟଗଡା ଓ ଗଞ୍ଜାମ ଆଦି ଜିଲ୍ଲାର ଏଲପିଜି ଉପଭୋକ୍ତମାନଙ୍କ ପାଇଁ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ତଥା ତୈଳ ବିପଣନ କମ୍ପାନୀମାନେ ତ୍ୱରିତ ପଦକ୍ଷେପ ନେଇଛନ୍ତି ବୋଲି…

ସାଉଦି ଆରବରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ଓଡ଼ିଶା ଆସିବ ମରଶରୀର

ଭୁବନେଶ୍ୱର: ସାଉଦି ଆରବରେ ଜଣେ ଓଡ଼ିଆ ଶ୍ରମିକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ମୃତ ଓଡ଼ିଆ ଶ୍ରମିକ ଜଣକ ଖୋର୍ଦ୍ଧା ଜିଲ୍ଲା ଆୟତପୁର ପଞ୍ଚାୟତ ଗୋପୀନାଥ ପ୍ରସାଦ ଗ୍ରାମର ନରେନ୍ଦ୍ର ପଲେଇ ବୋଲି ଚିହ୍ନଟ ହୋଇଛନ୍ତି । ସାଉଦି ଆରବର ଏକ ଘରୋଇ କମ୍ପାନୀରେ ପାଣି ପାଇପ ଶ୍ରମିକ ଭାବେ…

ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ହାସଲ କଲେ ପ୍ରଥମ ଆନ୍ତର୍ଜାତିକ ବ୍ୟାଡ଼ମିଣ୍ଟନ୍ ଟାଇଟଲ୍

ଭୁବନେଶ୍ୱର: ଗ୍ରୀସର ହେଲ୍ଲାସଠାରେ ଓଡ଼ିଶା ମହିଳା ବ୍ୟାଡ଼ମିଣ୍ଟନ୍ ଖେଳାଳି ଋତୁପର୍ଣ୍ଣା ପଣ୍ଡା ତାଙ୍କର ପ୍ରଥମ ଆନ୍ତର୍ଜାତିକ ବ୍ୟାଡ଼ମିଣ୍ଟନ୍ ଟାଇଟଲ୍ ଡ଼ବଲ୍ସ ବିଭାଗରେ ହାସଲ କରିଛନ୍ତି । ଫାଇନାଲରେ ଓଡ଼ିଆ ଝିଅ ଋତୁପର୍ଣ୍ଣା ତାଙ୍କ ଡ଼ବଲ୍ସ ଯୋଡ଼ି ଆରତୀ ସାରା ସୁନୀଲଙ୍କୁ ସାଥିକରି…

କାଲି ହାଜର ହେବେ ଅଭିଜିତ ମିତ୍ର, କଡ୍ଡା ସୁରକ୍ଷା ଦେବେ କମିଶନରେଟ୍ ପୋଲିସ୍ !

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥ, ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର, ଓଡ଼ିଶାର ବିଧାୟକ, ସାମ୍ବାଦିକ ତଥା ଓଡ଼ିଶା ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇ କ୍ଷମା ମାଗିଥିବା ସ୍ତମ୍ଭକାର ଅଭିଜିତ ଆୟାର ମିତ୍ର ୨୩ ଅକ୍ଟୋବର ଅର୍ଥାତ୍ ଆସନ୍ତାକାଲି ଓଡ଼ିଶା ବିଧାନସଭା ଗୃହ କମିଟି ଆଗରେ ହାଜର ହେବେ…

ଅଡୁଆରେ ଆଇଟମ ଗାର୍ଲ୍ ରାକ୍ଷୀ ସାୱନ୍ତ, ତନୁଶ୍ରୀ କଲେ ମାନହାନି ମୋକଦ୍ଦମା

ନୂଆଦିଲ୍ଲୀ : ‘ମି ଠୁ’ ଅଭିଯାନକୁ ନେଇ ପ୍ରଥମେ ଚର୍ଚ୍ଚାରେ ଆସିଥିଲେ ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତ । ସେହି ସମୟରେ ତନୁଶ୍ରୀଙ୍କ ବିରୋଧରେ ଏକ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡିଛନ୍ତି ଆଇଟମ ଗାର୍ଲ ରାକ୍ଷୀ ସାୱନ୍ତ । ଅଭିନେତ୍ରୀ ତନୁଶ୍ରୀ ‘ମି ଠୁ’ ଜରିଆରେ ପ୍ରଥମେ ନାନା…

ସାତକୋଶିଆ ସୁନ୍ଦରୀକୁ ଅଚେତ କରି ଏନକ୍ଲୋଜରକୁ ଅଣାଯିବ – ପିସିସିଏଫ

ଅନୁୁଗୁଳ: ସାତକୋଶିଆ ଜଙ୍ଗଲରେ ଗତ କିଛିଦିନ ଧରି ଉତ୍ପାତ କରୁଥିବା ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜର୍ ମାଧ୍ୟମରେ କାବୁ କରିବାକୁ ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳରୁ ଏକ ବିଶେଷଜ୍ଞ ଦଳ ଆସି ପହଞ୍ଚିଛନ୍ତି ଏବଂ ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ବାଘୁଣୀ ରହୁଥିବା ଜଙ୍ଗଲ ଅଭିମୁଖେ…

ତିତଲି ବାତ୍ୟାରେ କ୍ଷତିଗ୍ରସ୍ତ ସମସ୍ତ ଜିଲ୍ଲା ଲାଗି ୨,୭୭୦ କୋଟିର ସହାୟତା ରାଶି ମଞ୍ଜୁର କଲେ ଓଡିଶା ସରକାର

ଭୁବନେଶ୍ୱର : ବାତ୍ୟା ତିତଲି ଯୋଗୁଁ ଦକ୍ଷିଣ ଓଡିଶାରେ ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡିକ ପାଇଁ କ୍ଷୟକ୍ଷତି ବାବଦକୁ ରାଜ୍ୟ ସରକାର ସୋମବାର ଦିନ ୨,୭୭୦ କୋଟି ଟଙ୍କାର ସହାୟତା ରାଶି ଅନୁମୋଦନ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ବିଷ୍ଣୁପଦ…

ଦଳିଦେଲା ଦନ୍ତା ହାତୀ, ସୁନ୍ଦରଗଡରେ ଜଣେ ମୃତ

ରାଉରକେଲା : ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଫରେଷ୍ଟ ଡିଭିଜନ ଅନ୍ତର୍ଗତ ମୋଦିପରା ଗ୍ରାମର ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ସେହି ଗ୍ରାମର ଗୋବର୍ଦ୍ଧନ ଲାକ୍ରା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଗୋବର୍ଦ୍ଧନ ନିଜ ଧାନ ବିଲକୁ ଜଗିବା ପାଇଁ…

ରାଜଧାନୀ ଦିଲ୍ଲୀରେ ଆଜି ୪୦୦ ଘରୋଇ ପେଟ୍ରୋଲ ପମ୍ପ ବନ୍ଦ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍ ହ୍ରାସ ନକରିବା ଯୋଗୁଁ ଏହାର ପ୍ରତିବାଦରେ ଆଜି ଦିନକ ପାଇଁ ପ୍ରାୟ ୪୦୦ଟି ପେଟ୍ରୋଲ ପମ୍ପ ବନ୍ଦ ରହିବ । ସୂଚନା ଅନୁଯାୟୀ କିଛିଦିନ ପୂର୍ବରୁ କେନ୍ଦ୍ରସରକାର ପେଟ୍ରୋଲ ଓ ଡିଜେଲ ଉପରୁ ସମାନ୍ୟ ଭାଟ୍ ହ୍ରାସ କରିଥିବାବେଳେ…