ବିଜେଡିର ନୂତନ କାର୍ଯ୍ୟକର୍ତ୍ତା ନିଯୁକ୍ତ
ଭୁବନେଶ୍ୱର : ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଶନିବାର ଦିନ ଗଦାଧର ମଲ୍ଲିକ ଓ ଦୁଷ୍ମନ୍ତ ମଲ୍ଲିକଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟ ଓ ବିଜୁ ଯୁବ ଜନତା ଦଳ (ୱାଇଜେଡି)ର ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି ।
ଏକ ପ୍ରେସ୍ ବିବୃତ୍ତି ଅନୁଯାୟୀ ଏସ୍ କେ ଲିଆକତ୍ ଅଲ୍ଲୀଙ୍କୁ…