ଲିଙ୍ଗଗତ ସମାନତାକୁ ନେଇ ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ପକ୍ଷରୁ ମାନବ ଶୃଙ୍ଖଳା
ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ପକ୍ଷରୁ ରବିବାର ଦିନ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦୁନିଆରେ ଲିଙ୍ଗଗତ ସମାନତାକୁ ନେଇ ମାନବ ଶୃଙ୍ଖଳା ଜରିଆରେ ସନ୍ଦେଶ ଦେଇଛନ୍ତି ।
ଚଳିତ ବର୍ଷ ଅନ୍ତର୍ଜାତୀୟ ଦିବସର ବିଷୟ ହେଉଛି- ମୁଁ ହେଉଛି ପୀଢ଼ିର ସମାନତା: ମହିଳାଙ୍କ…