ଏବର୍ଷ ଓଡ଼ିଶାରେ ସମସ୍ତ ଛାତ୍ର ସଂସଦ ନିର୍ବାଚନ ବାତିଲ୍
ଭୁବନେଶ୍ୱର: ଏବର୍ଷର ଶିକ୍ଷାବର୍ଷରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଏନେଇ ସୂଚନା ଦେଇଛନ୍ତି ।
ଏସମ୍ପର୍କରେ ବିଭିନ୍ନ ପ୍ରକାର ଗୁଜବକୁ ଦୃଷ୍ଟି ନଦେଇ ପାଠପଢାରେ ଧ୍ୟାନ ଦେବାକୁ ମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି…