ବାଲେଶ୍ୱରରେ ବଜ୍ରପାତ: ୩ ମୃତ
ବାଲେଶ୍ୱର: ବଜ୍ରପାତରେ ସୋମବାର ଦିନ ବାଲେଶ୍ୱର ଜିଲ୍ଲାର ତିନି ଜଣ ପ୍ରାଣ ହରାଇଛନ୍ତି । ମୃତକ ମାନଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ପୁରୁଷ ଥିବା ସୂଚନା ମିଳିଛି ।
ମୃତକ ମାନେ ବାଲେଶ୍ୱର ଭୋଗରାଇ ତହସିଲ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମର ସୁଜୟ ଦାସ, ବକୁଣ୍ଡି ଗ୍ରାମର ସୁନିତା ହାଂସଦା ଓ…