ତୀବ୍ର ଗତିରେ ମାଡ଼ି ଆସୁଛି ବାତ୍ୟା ‘ତିତଲି’, ଓଡ଼ିଶା ଉପକୂଳରେ କ୍ଷୟକ୍ଷତି ହେବା ଆଶଙ୍କା
ଭୁବନେଶ୍ୱର: ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ‘ତିତଲି’ । ଭାରତୀୟ ପାଣିପାଗ ବିଭାଗର ତାଜା ସତର୍କ ସୂଚନାନୁଯାୟୀ ଅବପାତ ଘନୀଭୁତ ହୋଇ କ୍ରମେ ବାତ୍ୟାର ରୂପ ନେଉଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶାର ୧୫ଟି ଜିଲ୍ଲାକୁ ରେଡ୍ ଆଲର୍ଟ କରାଯାଇଛି । ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଏହା…