Latest Odisha News

BREAKING NEWS

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୪ ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରବିବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଓ ଖୋର୍ଦ୍ଧା…

ମୟୂରଭଞ୍ଜରେ ଦିବ୍ୟାଙ୍ଗ ବାଳିକାକୁ ଦୁଷ୍କର୍ମ ଅଭିଯୋଗ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ବାଳିକାକୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ନେଇ ରବିବାର ଦିନ ପୋଲିସ ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ ଗତ ଜୁଲାଇ ୩୧ ତାରିଖ ଦିନ ଏହି ଅଘଟଣ ଘଟିଥିବାବେଳେ ଏନେଇ ପିଡିତାଙ୍କ ମା’ ଥାନାରେ ଅଭିଯୋଗ କରିବା ପରେ…

କଟକରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ ଓ ୧୦ ଆହତ

କଟକ: କଟକ ଜିଲ୍ଲା ନରସିଂହପୁର ଅନ୍ତର୍ଗତ ସାଗର ଓ ପାଞ୍ଚଗୋଛିଆ ଗ୍ରାମ ମଧ୍ୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୧୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ସାଗର ଗ୍ରାମର ଶ୍ରୀଧର ସାମଲ (୪୪) । ଅପରପକ୍ଷରେ ଆହତମାନଙ୍କୁ ନରସିଂହପୁର…

ଆମେରିକାର ଟେକ୍ସାସ୍ ୱାଲମାର୍ଟରେ ଗୁଳିକାଣ୍ଡ, ୨୦ରୁ ଅଧିକ ନିହତ

ନୂଆଦିଲ୍ଲୀ: ଆମେରିକାର ଟେକ୍ସାସ୍ ଅନ୍ତର୍ଗତ ଏଲ୍ ପାସୋସ୍ଥିତ ୱାଲମାର୍ଟରେ ଜଣେ ୨୧ ବର୍ଷୀୟ ଆତତାୟୀର ଗୁଳି ମାଡରେ ପ୍ରାୟ ୨୦ ଜଣ ବ୍ୟକ୍ତି ନିହତ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ରାଜଧାନୀରେ ପୁଣି ଏନକାଉଣ୍ଟର, ୨ ଦୁର୍ଦ୍ଦାନ୍ତ ଅପରାଧି ଆହତ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ ପୋଲିସ ଏନକାଉଣ୍ଟର ଯୋଗୁଁ ରବିବାର ଦିନ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି । ଆହତ ଅପରାଧୀ ମାନଙ୍କ ନାମ ସିପୁନ କବି ଓ ହରେକୃଷ୍ଣ ସ୍ୱାଇଁ ବୋଲି ଜଣାପଡିଛି । ଉଭୟଙ୍କ ଗୋଡରେ ଗୁଳି ବାଜିଥିବା ବେଳେ ଏହି ଦୁଇଜଣ ଅପରାଧିଙ୍କୁ ଚିକିତ୍ସା…

‘ଆଜି ବିଶ୍ବ ବନ୍ଧୁତ୍ବ ଦିବସ’, ଜାଣନ୍ତୁ କାହିଁକି ହୁଏ ପାଳିତ

ଭୁବନେଶ୍ବର: ଆଜି ସାରା ବିଶ୍ୱ ପାଳନ କରୁଛି ବନ୍ଧୁତ୍ୱ ଦିବସ । ଅଗଷ୍ଟ ମାସର ପ୍ରଥମ ରବିବାରକୁ ‘ବନ୍ଧୁତ୍ୱ ଦିବସ’ ଭାବେ ବିଶ୍ୱବାସୀ ପାଳନ କରିଥାଆନ୍ତି । ଏହି ‘ବନ୍ଧୁତ୍ୱ ଦିବସ’ଟି ଅଗଷ୍ଟ ୨ ତାରିଖ ୧୯୩୦ ମସିହାରେ ହାଲମାର୍କ କାର୍ଡ଼ କମ୍ପାନୀର ଜୋସ ହାଲଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ।…

ପାଲା ଜଗତର ଅନନ୍ୟ ପ୍ରତିଭା: ଗାୟକ ସୁଧାକର ପରମାନନ୍ଦ ଶରଣ

ଭୁବନେଶ୍ୱର: ପାଲା ଗାୟନ କ୍ଷେତ୍ରରେ ଶୀର୍ଷରେ ପହଞ୍ଚିଥିବା ଅନ୍ୟଜଣେ ପାଲା ଗାୟକ ହେଉଛନ୍ତି ପରମାନନ୍ଦ ଶରଣ । ତାଙ୍କ କଣ୍ଠସ୍ୱର ଏତେ ସୁମଧୁର ଯେ, ଲୋକେ କହନ୍ତି ସେ ପାଲା ଗାଇଲେ ଅମୃତ ବର୍ଷା ହୁଏ । ପରମାନନ୍ଦ ଶରଣଙ୍କ ଜନ୍ମ ୧୯୧୭ ମସିହା ନଭେମ୍ବର ମାସରେ । ଯାଜପୁର ଜିଲ୍ଲା ଧର୍ମଶାଳା…

ଓଡ଼ିଶାରୁ ପଣ୍ୟାଗାର ନିଗମ ପାଟନାକୁ ଉଠିଯିବା ନେଇ ବିରୋଧ

ଭୁବନେଶ୍ୱର: କେନ୍ଦ୍ରୀୟ ପଣ୍ୟାଗାର ନିଗମର ଭୁବନେଶ୍ୱରସ୍ଥ୍ିତ କାର୍ଯ୍ୟାଳୟକୁ ପାଟନା ଉଠାଇନେବାର ନିଷ୍ପତ୍ତି ହେବାର ଗୋଟିଏ ଦିନ ପରେ ରାଜ୍ୟ ବିଧାନସଭାରେ ଏହାକୁ ବିରୋଧ କରାଯିବା ସହିତ ଏହାର ପୁନର୍ବିଚାର କରିବା ଲାଗି ରାଜ୍ୟ ସରକାର ଦାବି କରିଛନ୍ତି । ରାଜ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ…

ପ୍ରଥମ ଟି-୨୦ରେ ୱେଷ୍ଟଇଣ୍ଡିଜକୁ ୪ ୱିକେଟରେ ପରାସ୍ତ କଲା ଭାରତ

ଲାଉଡ଼ରହିଲ୍: ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ୪ ୱିକେଟରେ ବିଜୟ ହାସଲ କରିଛି । କାରବିୟାନ ଦଳର ୯୬ ରନର ବିଜୟ ଲକ୍ଷ୍ୟକୁ ଭାରତ ଆଉ ୧୬ଟି ବଲ୍ ବାକିଥାଇ ୬ ୱିକେଟ ବିନିମୟରେ ହାସଲ କରିପାରିଛି । ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ବିନିମୟରେ ୱେଷ୍ଟଇଣ୍ଡିଜ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୪-୦୮-୨୦୧୯ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ତା ୦୪ ରିଖ ରବିବାର କର୍କଟ ୧୯ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ଉତ୍ତରା ଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର ସକାଳ ଘ୧୦-୦୮ମିନିଟ୍…