Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା୦୫-୦୮-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ତା ୦୫ ରିଖ ସୋମବାର କର୍କଟ ୨୦ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ହସ୍ତା ନକ୍ଷତ୍ର କନ୍ୟା ଚନ୍ଦ୍ର ଘାତ ବାର-: ମିଥୁନ ରାଶିର ଘାତ ଚନ୍ଦ୍ର-: ବୃଷ ରାଶି ପୁରୁଷ…

ଆଧୁନିକତାର ଯୁଗରେ ଆଉ ନାହିଁ ପାରମ୍ପରିକ ବାଦ୍ୟର ଚାହିଦା

ପୂଜା, ବାହାଘର, ବ୍ରତ ସହ ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟକ୍ରମ ମାନଙ୍କରେ ବାଜା, ତୁରୀ, ମହୁରୀ, ତାସା ଓ ନିଶାନ ବାଜୁନଥିଲେ ଶୁଭ କାର୍ଯ୍ୟ ଆଗେଇ ପାରୁନଥିଲା । ଏସବୁ ବଜାଇବା ପାଇଁ କାହାର ଅନୁମତୀ ନେବାକୁ ପଡ଼ୁନଥିଲା । ଯେତେବେଳେ ଯିଏ ଇଚ୍ଛା କଲା ଏହି ପାରମ୍ପରିକ ବାଦ୍ୟତାଳରେ ନାଚିଉଠୁଥିଲା…

ମୁମ୍ବାଇ ବର୍ଷା: ଓଡିଶା, ଭାଇଜାଗରୁ ବାତିଲ ହେଲା ୩ ଟ୍ରେନ

ମୁମ୍ବାଇ/ଭୁବନେଶ୍ୱର: ମୁମ୍ବାଇ ସହରରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ପୂର୍ବତଟ ରେଳବାଇରୁ ଆସୁଥିବା କିମ୍ବା ଯାଉଥିବା ତିନୋଟି ଟ୍ରେନକୁ ବାତିଲ କରାଯାଇଛି । ବାତିଲ ଟ୍ରେନ ଗୁଡିକ ହେଉଛି: ଗାଡି ସଂଖ୍ୟା ୧୨୮୮୦ ଭୁବନେଶ୍ୱର-ଲୋକମାନ୍ୟ ତିଳକ(ଏଲଟିଟି) ଏକ୍ସପ୍ରେସ ଯାହା…

ଗୁଜରାଟ ବନ୍ୟାରେ ଫସିଥିବା ୩୦ ଓଡ଼ିଆ ଶ୍ରମିକ ଉଦ୍ଧାର

ଭୁବନେଶ୍ୱର: ଗୁଜରାଟର ନବସାରି ଅଞ୍ଚଳରେ ବନ୍ୟା ଯୋଗୁଁ ଜଳବନ୍ଦୀରେ ଫସି ରହିଥିବା ପ୍ରାୟ ୩୦ ଜଣ ଓଡ଼ିଆ ଶ୍ରମିକଙ୍କୁ ରବିବାର ଦିନ ଉଦ୍ଧାର କରାଯାଇ ସୁରଟ ଅଣାଯାଇଛି । ଦୀର୍ଘ ୩ ଦିନ ଧରି ମେନ୍ଧର ଗ୍ରାମରେ ଲଗାଣ ବୃଷ୍ଟିପାତ ହେବାଫଳରେ ଏଠାରେ ଥିବା ୩୨ ଜଣ ବ୍ୟକ୍ତି ଜଳବନ୍ଦୀ ହୋଇ ଫସି…

ପ୍ରତିଶ୍ରୁତି ରକ୍ଷାକଲେ ନବୀନ, ବିଜେପୁର ଲାଗି ମଞ୍ଜୁର ହେଲା ଆଇଟିଆଇ

ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନରେ ପ୍ରତିଦ୍ୱନ୍ଦିତା କରି ବିପୁଳ ବିଜୟ ହାସଲ କରିଥିଲେ । ପରେ ସେ ଏହି ଆସନଟିକୁ ଜୁଲାଇ ୨ ତାରିଖରେ ଛାଡ଼ିଦେଇଥିଲେ । ବିଜେପୁରର ସ୍ଥାନୀୟ ବାସିନ୍ଦା ତଥା ଯୁବବର୍ଗଙ୍କ ବୈଷୟିକ ଶିକ୍ଷାର…

ଦୁବାଇରେ ପ୍ରବାସୀ ଓଡ଼ିଆଙ୍କୁ ମନ୍ତ୍ରମୁଗ୍ଧ କଲା ଅନିନ୍ଦିତାଙ୍କ ସୁମୁଧୁର ସଙ୍ଗୀତ

ଭୁବନେଶ୍ୱର: କାଳଜୟୀ ଶ୍ରୃତିମଧୁର ପୁରୁଣା ଓଡ଼ିଆ ଗୀତକୁ ସମସ୍ତେ ଭୁଲିବାକୁ ଲାଗିଥିବା ବେଳେ ସୁଦୂର ଦୁବାଇରେ ପ୍ରବାସୀ ଓଡ଼ିଆଙ୍କୁ ନିଜ ସୁଲଳିତ କଣ୍ଠରେ ମନ୍ତ୍ରମୁଗ୍ଧ କରିଦେଇଛନ୍ତି କଣ୍ଠଶିଳ୍ପୀ ଅନିନ୍ଦିତା ଦାସ । ସେ ଗାଇଥିବା ବିବିଧତାଭରା ଗୀତ ଗୁଡ଼ିକରେ, ବିଶେଷକରି ପୁରାତନ ଓଡ଼ିଆ…

ଜିରା ଚିକେନ

ଘରେ ପ୍ରସ୍ତୁତ କରନ୍ତୁ ଜିରା ଚିକେନ୍। ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ବିଧି । ଆବଶ୍ୟକ ସାମଗ୍ରୀ: ଚିକେନ – ୫୦୦ ଗ୍ରାମ, ଘିଅ – ୪ ଚାମଚ, କଟା ପିଆଜ – ୨ଟି, ଅଦା ରସୁଣ ବଟା – ଆବଶ୍ୟକ ଅନୁସାରେ, ଗୋଟା ଜିରା – ୩ ଚାମଚ, ଜିରା ଗୁଣ୍ଡ – ୧ ଚାମଚ, ଗରମ ମସଲା – ୧ ଚାମଚ, ହଳଦୀ…

ବିବାହ କରିବେ ବାହୁବଳୀ ପ୍ରଭାସ ! ଜାଣନ୍ତୁ କିଏ ହେବେ ତାଙ୍କ ଜୀବନସାଥି

ମୁମ୍ବାଇ : ଖୁବ୍‍ଶୀଘ୍ର ବିବାହ ଭଳି ଏକ ପବିତ୍ର ବନ୍ଧନରେ ବାନ୍ଧି ହେବେ ବାହୁବଳୀ ପ୍ରଭାସ। ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର ‘ସାହୋ’ର ମୁକ୍ତିଲାଭ ପରେ ସେ ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏକ ରିପୋର୍ଟ ଅନୁଯାୟୀ, ‘ସାହୋ’ର ମୁକ୍ତିଲାଭ ପରେ ଆମେରିକାର ଜଣେ ପ୍ରତିଷ୍ଠିତ…

ସ୍ମାର୍ଟ ଭିଲେଜ, ଯେଉଁଠି ରହିଛି ସହରଠୁ ବେଶୀ ସୁଖସୁବିଧା

ସ୍ମାର୍ଟ ସିଟି ତ ଶୁଣିଥିବେ, ହେଲେ କେବେ ଶୁଣିଛନ୍ତିକି ସ୍ମାର୍ଟ ଭିଲେଜ ବା ଗାଁ ? ହଁ ଆଜ୍ଞା ଠିକ ଶୁଣିଲେ ଭାରତରେ ରହିଛି ଏକ ସ୍ମାର୍ଟ ଗାଁ ଯାହା କୌଣସି ସହରର ସୁଖ ସୁବିଧା ଠାରୁ କମ୍ ନୁହେଁ । ଏହି ଗାଁର ଲୋକେ ପିଅନ୍ତି ମିନେରାଲ ଓ୍ଵାଟର୍‌ । ଗ୍ରାମବାସୀ ବ୍ୟବହାର କରନ୍ତି 'ୱାଇଫାଇ' ।…

କଥାକୁହା ଫଟୋ: ସହର ଉପକଣ୍ଠରେ ଝିପିଝିପି ବର୍ଷା, କ୍ଷେତରେ ବ୍ୟସ୍ତ ଚାଷୀ

ଭୁବନେଶ୍ୱର: ରାଜ୍ୟ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ ଅନେକ ଅଞ୍ଚଳରେ ସ୍ୱଳ୍ପ ବୃଷ୍ଟିପାତ ହୋଇଛି । ମୌସୁମୀ ବର୍ଷା ଉପରେ ନିର୍ଭର କରୁଥିବା ଓଡ଼ିଆ ଚାଷୀ ଏବେ କ୍ଷେତରେ ଚାଷବାସ କାର୍ଯ୍ୟରେ ବେଶ୍ ବ୍ୟସ୍ତ ।