ଜନ୍ମଦିନ
ଜନ୍ମଦିନ
ମୌସୁମୀ ଦାସ
କ୍ରମଶଃ ସରିସରି ଯାଉଥିବା
ଜୀବନ,
ସେର ମାଣ ହିସାବର
କୋହ, ଲୁହ, ଉପେକ୍ଷା
ହାରଜିତର ଚଟା ଖେଳ
ଦୁଃସମୟର କୁହୁଡ଼ି
ଅସହାୟ ଅବସୋସ ।
ପୁଣି ସରିଗଲା ଆଉ ଏକ ବର୍ଷ
ତିନିଶହ ପଞ୍ଚଷଠି ଦିନ
ତିନିଶହ ପଞ୍ଚଷଠି ରାତି
ଝରିଗଲା ଆୟୁଷର ଝରାବାଲି
ମୁଠାବନ୍ଦ…
BREAKING NEWS