୧୫ ଦିନ ମଧ୍ୟରେ ମିଳିବ ବନ୍ୟଜନ୍ତୁ ଆକ୍ରମଣ ଜନିତ କ୍ଷତିପୂରଣ
ଭୁବନେଶ୍ୱର : ବନ୍ୟଜନ୍ତୁ ଆକ୍ରମଣରେ କୌଣସି ବ୍ୟକ୍ତିର ମୃତ୍ୟୁ ହେଲେ ମୃତକଙ୍କ ପରିବାରକୁ ୧୫ ଦିନ ଭିତରେ କ୍ଷତିପୂରଣ ଦିଆଯିବ ।
ଓଡିଶାରେ ଥିବା ୧୯୭୪ ମସିହାର ବନ୍ୟଜନ୍ତୁ ସଂରକ୍ଷଣ ଆଇନକୁ ସରକାର ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଓଡିଶାରେ ବନ୍ୟଜନ୍ତୁ ଆକ୍ରମଣରେ ଅଧିକାଂଶ…