ବୋମା ଆକ୍ରମଣ ନେଇ ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ଖୋର୍ଦ୍ଧା ଏସପିଙ୍କୁ ଭେଟିଲେ
ଭୁବନେଶ୍ୱର: ଗତକାଲି ରାତିରେ ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭଙ୍କ ଗାଡ଼ି ଉପରେ ବୋମା ଆକ୍ରମଣ ହୋଇଥିଲା । ଏସମ୍ପର୍କରେ ଖୋର୍ଦ୍ଧା ଏସପି ଦିପ୍ତୀ ରଞ୍ଜନ ରାୟଙ୍କୁ ଆଜି ରିଷଭ ଭେଟିଛନ୍ତି । ସେ ଏସପିଙ୍କୁ ଭେଟିବା ସହିତ ତାଙ୍କ ଗାଡ଼ି ଉପରକୁ ବୋମା ଆକ୍ରମଣ କରିଥିବା ସଂଶ୍ଳିଷ୍ଟ…