‘କାଫେ କଫି ଡେ’ ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥ ନିଖୋଜ
ନୂଆଦିଲ୍ଲୀ: ଭାରତର ସର୍ବବୃହତ କଫି ସପ୍ ‘କାଫେ କଫି ଡେ’ର ପ୍ରତିଷ୍ଠାତା ତଥା ମାଲିକ ଭିଜି ସିଦ୍ଧାର୍ଥ ନିଖୋଜ ହୋଇଯାଇଛନ୍ତି ।
ମିଳିଥିବା ସୂଚନାନୁଯାୟୀ ସିଦ୍ଧାର୍ଥ ମଙ୍ଗଳବାର ଦିନ ମାଙ୍ଗାଲୁରୁସି୍ଥତ ନେତ୍ରାବତୀ ନଦୀ ବ୍ରିଜ୍ ନିକଟରେ ତାଙ୍କ କାରରୁ କୌଣସିକାରଣବଶତଃ ଓହ୍ଲାଇ ପଡିଥିଲେ ।…