ଓଡ଼ିଶା ଖେଳାଳି ଦୀପସାନ ତିର୍କୀ ଭାରତୀୟ ଜୁନିୟର ହକି ଦଳର ଅଧିନାୟକ ଘୋଷିତ
ଭୁବନେଶ୍ୱର : ଅଭିଜ୍ଞ ଡ଼ିଫେଣ୍ଡର ତଥା ଓଡ଼ିଆ ହକି ଷ୍ଟାର ଦୀପସାନ ତିର୍କୀ ୨୩ ବର୍ଷରୁ କମ ଭାରତୀୟ ହକି ଦଳର ଅଧିନାୟକ ମନୋନୀତ ହୋଇଛନ୍ତି । ଘୋଷିତ ହୋଇଥିବା ୧୮ ଜଣିଆ ଭାରତୀୟ ଦଳ ଆସନ୍ତା ଜୁଲାଇ ୧୪ ତାରିଖରୁ ବେଲଜିୟମରେ ଅନୁଷ୍ଠିତ ହେବାକୁ ଥିବା ୬ଦେଶୀୟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବ ।…