୫୮ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି ମହିଳା
ଯାଜପୁର: ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ । ଏହା ପ୍ରମାଣ କରି ଦେଖାଇନ୍ତି ଯାଜପୁର ଜିଲ୍ଲା ବଡମଙ୍ଗଳପୁର ଗ୍ରାମର ୫୮ ବର୍ଷୀୟା ଅର୍ଚ୍ଚନା ଦାସ । ୪୨ ବର୍ଷ ପରେ ଅର୍ଚ୍ଚନା ପୁଣି ଥରେ ଉଚ୍ଚ ମାଧ୍ୟମିକ ପ୍ରମାଣପତ୍ର ପରୀକ୍ଷା ପାଇଁ ନାମ ଲେଖାଇଛନ୍ତି ।
ଦୁଇଟି ସନ୍ତାନଙ୍କ ଜନନୀ ଅର୍ଚ୍ଚନା…