ନ୍ୟୁଜିଲାଣ୍ଡକୁ ପରାସ୍ତ କରି ସେମିଫାଇନାଲରେ ଇଂଲଣ୍ଡ, ପାକିସ୍ତାନକୁ ଝଟକା
ଲଣ୍ଡନ: ବିଶ୍ୱକପ କ୍ରିକେଟରେ ବୁଧବାର ଦିନ ଅନୁଷ୍ଠିତ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଆୟୋଜକ ଇଂଲଣ୍ଡ ନ୍ୟୁଜିଲାଣ୍ଡକୁ ୧୧୯ ରନରେ ପରାସ୍ତ କରିଛି । ଏହି ବିଜୟ ଫଳରେ ଇଂଲଣ୍ଡ ସମୁଦାୟ ୯ଟି ମ୍ୟାଚ ଖେଳି ମୋଟ ୧୨ ପଏଣ୍ଟ ହାସଲ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି ।
ଆଜିର ମ୍ୟାଚରେ…