ଡ଼ଙ୍ଗାରେ ମାରିଲା ବିଜୁଳି: ବଜ୍ରପାତରେ ମା’ ଓ ଝିଅଙ୍କ ଦୁଃଖଦ ମୃତ୍ୟୁ !
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ ସୋମବାର ସକାଳେ ବଜ୍ରପାତ ଯୋଗୁଁ ଡ଼ଙ୍ଗାରେ ଯାଉଥିବା ମା’ ଓ ଝିଅଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ମା’ ଓ ଝିଅଙ୍କ ଶୋଚନୀୟ ମୃତ୍ୟୁରେ ସାରା କେନ୍ଦ୍ରାପଡ଼ା ଜିଲ୍ଲା ସ୍ତବ୍ଧ ହୋଇପଡ଼ିଛି ।…