Latest Odisha News

BREAKING NEWS

ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ କଦଳୀ ପତ୍ର ଭୋଜନ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ଭୁବନେଶ୍ୱର: ଆଜିର ସମୟରେ ଭୋଜନ କରିବା ପାଇଁ ଷ୍ଟିଲ ନହେଲେ ପ୍ଲାଷ୍ଟିକ ଥାଳିର ବ୍ୟବହାର କରୁଛନ୍ତି । ଏବେ ସବୁ ଷ୍ଟିଲ ବାସନର ଅଧିକ ଚାହିଦା । କିନ୍ତୁ ପୂର୍ବରୁ ପତ୍ରର ବହୁଳ ବ୍ୟବହାର କରାଯାଉଥିଲା । ବିଭିନ୍ନ ପ୍ରକାରର ପତ୍ରରେ ଥାଳି ତିଆରି କରାଯାଇ ସେଥିରେ ଲୋକେ ଖାଦ୍ୟ ଖାଉଥିଲେ ।…

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ପ୍ରଜ୍ଞାନ

ଭୁବନେଶ୍ୱର: ଓଡିଶାରେ ଜନ୍ମିତ ଭାରତୀୟ କ୍ରିକେଟ ଦଳର ବାମହାତୀ ସ୍ପିନର ପ୍ରଜ୍ଞାନ ଓଝା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ତାଙ୍କ ଟୁଇଟର ପେଜରେ ଏ ନେଇ୨ ପୃଷ୍ଠାର ଏକ ପତ୍ର ଲଖି ଶେୟାର କରିଛନ୍ତି । ତାଙ୍କ ପତ୍ରରୁ ସେ ନିରାଶ ସହକାରେ ଅବସର ଘୋଷଣା କରୁଥିବା ଜଣାପଡୁଛି ।…

ଚିନି ଖାଇବାକୁ ମନା ହୋଇଥିଲେ ଆପଣାନ୍ତୁ ଏହିସବୁ ପ୍ରାକୃତିକ ବିକଳ୍ପ

ଭୁବନେଶ୍ୱର: ସୁସ୍ଥ ଜୀବନଯାପନ ଅତିବାହିତ କରିବା ପାଇଁ ଆଜିର ଯୁବପିଢି ଅନେକ ଖାଦ୍ୟପେୟ ଠାରୁ ଦୂରେଇ ରହୁଛନ୍ତି । ତାହା ମଧ୍ୟରୁ ଚିନି ଅନ୍ୟତମ । ମିଠା ପ୍ରାୟତଃ ସମସ୍ତଙ୍କୁ ପସନ୍ଦ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଏହାଠାରୁ ବାଧ୍ୟ ହୋଇ ଦୁରେଇ ରହିବାକୁ ପଡୁଛି । ତେବେ ଆମେ ଆଜି ଆପଣଙ୍କୁ…

ଇଣ୍ଡୋନେସିଆରେ ସ୍ଥାପିତ ହେବ ବିଜୁ ଗ୍ୟାଲେରୀ

ଭୁବନେଶ୍ୱର: ଖୁବଶୀଘ୍ର ଇଣ୍ଡୋନେସିଆରେ ସ୍ଥାପିତ କରାଯିବ ବିଜୁ ପଟ୍ଟନାୟକ ଗ୍ୟାଲେରୀ । ଏନେଇ ସୂଚନା ଦେଇଛନ୍ତି ଓଡିଶା ଗସ୍ତରେ ଆସିଥିବା ପଦ୍ମଶ୍ରୀ ଅଗୁସ ଇନ୍ଦ୍ର ଉଦାୟନ । ଯିଏକି ନିକଟ ଅତୀତରେ ଭାରତ ସରକାରଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ କରିଥିଲେ । ଦୀର୍ଘ ୨୦ ବର୍ଷଧରି…

ଆପଣ ଖାଉଥିବା ଧଳା ଓ ମାଟିଆ ଅଣ୍ଡା ମଧ୍ୟରେ ଫରକ ଜାଣନ୍ତୁ

ଭୁବନେଶ୍ୱର: ଅଣ୍ଡା ଖାଇବାକୁ ଯେତିକି ସୁଆଦିଆ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ ହୋଇଥାଏ। ଅଣ୍ଡାରେ ପ୍ରୋଟିନ ଓ କ୍ୟାଲସିୟମ ଭରପୁର ମାତ୍ରାରେ ଥାଏ। ନୟମିତ ଅଣ୍ଡା ଖାଇବା ଦ୍ୱାରା ଏହା ଶରୀରକୁ ମଜବୁତ କରିଥାଏ। ଯେମିତି ଶରୀରକୁ ସୁସ୍ଥ ରଖିବା ପାଇଁ ପନିପରିବା ଖାଇବା ଆବଶ୍ୟକ ସେହିଭଳି…

ଭାରତର ବ୍ୟାଟିଂ ବିପର୍ଯ୍ୟୟ: ୧୨୨/୫

ୱେଲିଂଟନ:ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ପ୍ରଥମ ଦିବସରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନ ଷ୍ଟମ୍ପସ ଅପସାରଣ ବେଳକୁ ଟିମ୍ ଇଣ୍ଡିଆ ୫ ଉଇକେଟ ବିନିମୟରେ ୧୨୨ ରନ ସଂଗ୍ରହ କରିଛି । ଅଜିଙ୍କ୍ୟ ରାହାନେ ୩୮ ଓ ଋଷଭ ପନ୍ତ ୧୦ ରନ…

ଯାତ୍ରା ସମୟରେ ୨ ଥର ଇଞ୍ଜିନରୁ ଅଲଗା ହେଲା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ

ଗଜିଆବାଦ: ଶୁକ୍ରବାର ସକାଳୁ ଦିଲ୍ଲୀ ଆନନ୍ଦ ବିହାରରୁ ଓଡିଶା ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ସମ୍ପର୍କ ସମତା କ୍ରାନ୍ତି ଏକ୍ସପ୍ରେସ ଗାଜିଆବାଦ ଷ୍ଟେସନ୍‌ରୁ କିଛି ବାଟ ଆସିବା ପରେ ଟ୍ରେନ୍‌ ଇଞ୍ଜିନ୍‌ରୁ ବଗି ଅଲଗା ହୋଇଯାଇଥିଲା । ଟ୍ରେନରେ ଥିବା ଅଧିକାରୀ ଓ ରେଳ କର୍ମଚାରୀ ଖବର ପାଇ…

କରୋନା ଭାଇରସ ପରେ ଏବେ ଦେଶରେ ସ୍ୱାଇନ ଫ୍ଲୁର ଆତଙ୍କ

ନୂଆଦିଲ୍ଲୀ: କରୋନା ଭାଇରସ ପରେ ଏବେ ଭାରତରେ ସ୍ୱାଇନ ଫ୍ଲୁର ଆତଙ୍କ ଦେଖାଦେଲାଣି । ବାଙ୍ଗାଲୁରୁର ଏକ ବହୁଜାତୀୟ କମ୍ପାନୀର ଦୁଇ ଜଣ କର୍ମଚାରୀଙ୍କ ଠାରେ ସ୍ୱାଇନ ଫ୍ଲୁର ଲକ୍ଷଣ ଦେଖାଦେଇଛି । ଏହାପରେ ବାଙ୍ଗାଲୁରୁର ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇଯାଇଛନ୍ତି । ଏବେ ଦେଶରେ ସ୍ୱାଇନ ଫ୍ଲୁ ଏକ…

ଲୋକପ୍ରିୟତାରେ ମୋଦୀଙ୍କୁ ଟପିଲେ ବିରାଟ!

ଭୁବନେଶ୍ୱର: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମାତ୍ ଦେଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି । ମୋଦୀଙ୍କ ତୁଲାନରେ ବିରାଟଙ୍କ ଲୋକପ୍ରିୟତା ରହିଛି ଅଧିକ । ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀଙ୍କର ୩୪.୫ ମିଲିୟନ ଫଲୋର୍ସ ଥିବା ବେଳେ…

ଆଜିଠୁ ୩ ଦିନ ଯାଏଁ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ

ଭୁବନେଶ୍ୱର: ଆଜିଠୁ ବ୍ୟାଙ୍କ ଗୁଡିକ ଲଗାତାର ଭାବେ ୩ ଦିନ ଲାଗି ବନ୍ଦ ରହିବ । ଯାହାଫଳରେ ଯେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବାକୁ ହେଲେ ଗ୍ରାହକଙ୍କୁ ଆସନ୍ତା ସୋମବାର ଯାଏଁ ଅପେକ୍ଷା କରିବାକୁ ପଡିବ । ଆଜି ପବିତ୍ର ମହାଶିବରାତ୍ରୀ ପଡୁଥିବାରୁ ବ୍ୟାଙ୍କ ଗୁଡିକ ବନ୍ଦ ରହିଛି ।…