ପୁଣି ଟ୍ରାଙ୍କୁଲାଇଜ ହେଲା ବାଘୁଣୀ ‘ସୁନ୍ଦରୀ’; ବେକରୁ ଖୋଲାଗଲା ରେଡିଓ କୋଲାର
ଅନୁଗୁଳ: ସାତକୋଶିଆ ଏନକ୍ଲୋଜର ଭିତରେ ପୁଣି ଥରେ ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରି ବେକରୁ ରେଡିଓ କୋଲାର ଖୋଲାଯାଇଛି । ବାଘୁଣୀ ମୋଟା ହୋଇଯାଇଥିବାରୁ ରେଡିଓ କୋଲାର ତା’ ବେକରେ ଚାପି ହୋଇଯାଇଥିଲା ।
ସୂଚନାଯୋଗ୍ୟ, ତୃତୀୟ ଥର ପାଇଁ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରାଯାଇଛି । ରେଡିଓ…