Latest Odisha News

BREAKING NEWS

ରାଜଧାନୀରେ ବାଇକ ଉପରେ ଚଢିଗଲା ଟ୍ରକ୍, ୨ମୃତ

ଭୁବନେଶ୍ୱର : ଭୁବନେଶ୍ୱରର ନୟାପଲ୍ଲୀ ଓଭରବ୍ରିଜରେ ଟ୍ରକ୍ ଧକ୍କାରେ ଶନିବାର ଦିନ ୨ ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଛି । ମିଳିଥିବା ସୂଚନାନୁଯାୟୀ ନୟାପଲ୍ଲୀ ଓଭରବ୍ରିଜରେ ୩ ଜଣ ପିଲା ବାଇକରେ ଯାଉଥିବା ବେଳେ ଟ୍ରକଟି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ…

ଦିଦି ଆଉ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ଚାହୁଁନାହାନ୍ତି !

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଦିନ କୋଲକାତାଠାରେ ନିଜ ତୃଣମୂଳ କଂଗ୍ରେସ କର୍ମକର୍ତ୍ତାମାନଙ୍କୁ କହିଛନ୍ତି ଯେ, ସେ ମୁଖ୍ୟମନ୍ତ୍ରୀ ପଦବୀରେ ଆଉ ରହିବାକୁ ଚାହୁଁନାହାନ୍ତି । West Bengal CM Mamata Banerjee: I told at the beginning of the…

୧୬ତମ ଲୋକସଭାକୁ ଭଙ୍ଗ ଲାଗି ମଞ୍ଜୁରୀ ପ୍ରଦାନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର : ରାଷ୍ଟ୍ରପତି ରାମନାଥ କୋବିନ୍ଦ ୧୬ତମ ଲୋକସଭାକୁ ଭଙ୍ଗ କରିବା ଲାଗି ମଞ୍ଜୁରୀ ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି କୋବିନ୍ଦ ମେ’ ୨୪ ତାରିଖ ଦିନ କ୍ୟାବିନେଟର ଅନୁରୋଧକୁ ଗ୍ରହଣ କରିବା ସହ ତାଙ୍କୁ ପ୍ରଦାନ କରାଯାଇଥିବା ସାମ୍ବିଧାନିକ କ୍ଷମତାର ଧାରା ୮୫ର ବିଭାଗ (ଖ)ର ଉପବିଭାଗ…

ଓଡିଶା ପାଇଁ ଟିଡିଏସ ଦାଖଲର ସମୟସୀମା ବୃଦ୍ଧି କଲା ସିବିଡିଟି

ଭୁବନେଶ୍ୱର : ମେ’ ୩ ତାରିଖରେ ହୋଇଥିବା ସାମୁଦ୍ରିକ ଝଡ ଫନୀ ଯୋଗୁଁ ବ୍ୟାପକ ଭାବେ ଓଡିଶା ପ୍ରଭାବିତ ହୋଇଥିବା ଫଳରେ ଟିଡିଏସ ଡିଡକ୍ଟରମାନେ ମଧ୍ୟ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଥିଲେ । ସେମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସିବିଡିଟି ଟିଡିଏସ ଅନୁପାଳନ ନୀତିକୁ ଓଡିଶାରେ କୋହଳ କରାଯାଇଛି ।…

ମେ’ ୨୬ରେ ବିଜେଡି ବିଧାୟକ ଦଳ ବୈଠକ, ନିର୍ବାଚିତ ହେବେ ନୂଆ ନେତା

ଭୁବନେଶ୍ୱର : ନବନିର୍ବାଚିତ ବିଜେଡି ବିଧାୟକମାନେ ରବିବାର ଦିନ ଏକ ବୈଠକରେ ଦଳର ନୂଆ ନେତାଙ୍କୁ ଚୟନ କରିବେ । ଦଳର ମୁଖପାତ୍ର ସସ୍ମିତ ପାତ୍ରଙ୍କ ସୂଚନାନୁଯାୟୀ, ନବନିର୍ବାଚିତ ବିଧାୟକମାନେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ଭେଟିବେ । ଏହାପରେ ରବିବାର ଦିନ…

କାଳବୈଶାଖୀ ଆଶଙ୍କା: ୪ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୪ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶନିବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ସୁନ୍ଦରଗଡ, ଝାରସୁଗୁଡା, ବରଗଡ ଓ ନୂଆପଡା ଆଦି…

ରାହୁଲଙ୍କ ଇସ୍ତଫାକୁ ଗ୍ରହଣ କଲାନାହିଁ କଂଗ୍ରେସ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ଦେଶବ୍ୟାପୀ କଂଗ୍ରେସ ଦଳର ଶୋଚନୀୟ ପରାଜୟ ପରେ ଦଳର ଅଧ୍ୟକ୍ଷ ପଦରୁ ଶନିବାର ଦିନ ରାହୁଲ ଗାନ୍ଧୀ ଇସ୍ତଫା ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ନିର୍ବାଚନରେ ଅଦ୍ଭୁତପୂର୍ବ ସଫଳତା ହାସଲ କରିବା ସହିତ ୫୪୩ଟି ଲୋକସଭା…

କଟକରୁ ଜବତ ହେଲା ୩୬ କିଲୋର ଗଞ୍ଜେଇ, ୨ ଗିରଫ

କଟକ : କଟକ ଜିଲ୍ଲାର ବାଦାମବାଡି ଛକ ନିକଟରେ ଶନିବାର ଦିନ ଅବକାରୀ ବିଭାଗ ପ୍ରାୟ ୩୬ କିଲୋଗ୍ରାମର ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ଅବକାରୀ ବିଭାଗ ପକ୍ଷରୁ ଚଢାଉ ପରେ ଏହି ବେଆଇନ୍ ପଣ୍ୟଦ୍ରବ୍ୟ ଗୁଡିକୁ ବାଦାମବାଡି ଅଞ୍ଚଳରୁ ଜବତ କରାଯାଇଛି ।…

ପିପିଲି: ବିଜେପି ନେତାଙ୍କ ଘର ଉପରକୁ ବୋମାମାଡ଼ ଅଭିଯୋଗ

ପିପିଲି : ପିପିଲିରେ ବିଜେପି ନେତା ଆଶ୍ରିତ ପଟ୍ଟନାୟକଙ୍କ ଘର ଉପରକୁ ଶୁକ୍ରବାର ରାତିରେ କେହି ଦୁବୃର୍ତ୍ତ ବୋମାମାଡ଼ କରିବା ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନାନୁଯାୟୀ ବଳଙ୍ଗା ଥାନା ଅନ୍ତର୍ଗତ କମାକନ୍ତିଆରେ ଥିବା ଆଶ୍ରିତଙ୍କ ଘର ଉପରକୁ ଗତକାଲି ବିଳମ୍ବିତ ରାତିରେ…

ସୁଖ ଓ ଶାନ୍ତିର ସରଳ ଉପାୟ…

ଜୀବଜଗତରେ ଶ୍ରେଷ୍ଠ ଜୀବ ମନୁଷ୍ୟହିଁ ଏକମାତ୍ର ପ୍ରାଣୀ ଯାହାର ମନ, ଚିନ୍ତା, ଭାବନା ଓ ବିବେକ ରହିଛି, କିନ୍ତୁ ଆଧୁନିକ ସମାଜରେ ମଣିଷ ମନକୁ ହିଁ ନେଇ ବିଭିନ୍ନ ସମସ୍ୟ।।ର ସମ୍ମୁଖୀନ ହେଉଛି । ଏକ ଅସନ୍ତୁଳିତ ମନହିଁ ଅନେକ ବ୍ୟାଧିର ମୂଳ କାରଣ ଅଟେ । ନିଜର ଆଭ୍ୟନ୍ତରୀଣ ମନକୁ ଆମେ…