ଗର୍ଭବତୀଙ୍କୁ ମାଡମାରି ଫସିଲେ ମହିଳା ଫରେଷ୍ଟ ଗାର୍ଡ; ତଦନ୍ତ ଜାରି
ବାରିପଦା: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆସ୍ଥିତ ବାରାହାପାଣପୋଷିରେ କାଠ ଚୋରି ଅଭିଯୋଗରେ ଜଣେ ମହିଳା ଫରେଷ୍ଟ ଅଧିକାରୀ ଅନ୍ୟଜଣେ ଗର୍ଭବତୀଙ୍କୁ ମାଡ ମାରିବା ସହ ଉଠବସ୍ କରାଇବା ଭଳି ଅଭାବନୀୟ ଘଟଣା ନଜରକୁ ଆସିଛି ।
ପ୍ରାପ୍ତ ସୂଚନାନୁଯାୟୀ, ମହିଳା ଫରେଷ୍ଟ ଗାର୍ଡ କବିତା ବେହେରା ସମ୍ପୃକ୍ତ…