ଏକତ୍ର ବିବାହ କଲେ ୩୩୫୩ ଯୋଡି
ଛିନ୍ଧୱାଡା:ଏଠାରେ ଏକ ସାମୁହିକ ବିବାହ ସମ୍ମିଳନୀରେ ୩୩୫୩ ଯୋଡି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଏହାକୁ ଗୋଲ୍ଡେନ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସାମିଲ କରାଯାଇଛି । ସବୁ ଧର୍ମ ଏବଂ ଦିବ୍ୟାଙ୍ଗବ୍ୟକ୍ତି ମଧ୍ୟ ବିବାହ କରିଥିଲେ ।
ପୂର୍ବରୁ ଏତେ ସଂଖ୍ୟକ ଏକତ୍ର ବିବାହ କରି ନ ଥିଲେ ।…