କଂଗ୍ରେସ ପଶ୍ଚିମ ଓଡ଼ିଶାରେ ଆସନ ଜିତିବାର ଆଶା କମ୍: ନିରଞ୍ଜନ
ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ (ଓପିସିସି)ସଭାପତି ନିରଞ୍ଜନ ପଟ୍ଟନାୟକ ବୁଧବାର ଦିନ ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି, ପଶ୍ଚିମ ଓଡ଼ିଶାରେ କଂଗ୍ରେସ ଦଳ କୌଣସି ବିଧାନସଭା ଆସନ ଜିତିପାରିବ ନାହିଁ ।
“କଂଗ୍ରେସ ଦକ୍ଷିଣ ଓଡ଼ିଶା ଏବଂ ଉପକୂଳବର୍ତ୍ତୀ ଓଡ଼ିଶାରେ ଅପେକ୍ଷାକୃତ ଭଲ…