୫ମ ଥର ଲାଗି ନବୀନ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ: ଚମ୍ପୁଆ ଆସନରେ ବିଜେଡ଼ି ୫୨୨୮ ଭୋଟରେ ଆଗୁଆ ଓଡ଼ିଶା ସମ୍ବାଦ ବ୍ୟୁରୋ ଭୁବନେଶ୍ୱର: ଚମ୍ପୁଆ ବିଧାନସଭା ଆସନରେ ବିଜେଡ଼ି ପ୍ରାର୍ଥୀ ମିନାକ୍ଷୀ ମହାନ୍ତ ଏପର୍ଯ୍ୟନ୍ତ ଭୋଟ ଗଣତିରେ ୫୨୨୮ ଭୋଟରେ ଆଗୁଆ ରହିଛନ୍ତି ।
ଲୋକସଭା ନିର୍ବାଚନ ୨୦୧୯: କିଏ କେଉଁ ଆସନରେ ଆଗୁଆ, ଜାଣନ୍ତୁ ଓଡ଼ିଶା ସମ୍ବାଦ ବ୍ୟୁରୋ ନୂଆଦିଲ୍ଲୀ : ଦେଶରେ ଲୋକସଭା ଓ ବିଧାନସଭା ନିର୍ବାଚନର ଫଳାଫଳ ଗଣତି ଜାରି ରହିଥିବାବେଳେ ରାଜନୈତିକ ଦଳମାନଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ଜାଣନ୍ତୁ କିଏ କେଉଁ ଲୋକସଭା ଆସନରେ ଆଗୁଆ ରହିଛନ୍ତି ।
ଓଡ଼ିଶାରେ ଜନମତ ବିଜେଡ଼ି ସପକ୍ଷରେ: ବିଜେଡ଼ି ୧୦୪, ବିଜେପି ୨୭ ଓ କଂଗ୍ରେସ ୧୨ଟି ଆସନରେ ଆଗୁଆ ଓଡ଼ିଶା ସମ୍ବାଦ ବ୍ୟୁରୋ ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଦ୍ଭୁତପୂର୍ବ ହାୱା ଦେଶବ୍ୟାପୀ ବହୁଥିଲେ ମଧ୍ୟ ଓଡ଼ିଶାରେ ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଯୋଗୁଁ ଓଡ଼ିଶାରେ ଭୋଟରଙ୍କୁ ମୋଦୀଙ୍କ ହାୱା ପ୍ରଭାବିତ କରିପାରିନାହିଁ । ଏପର୍ଯ୍ୟନ୍ତ ଓଡ଼ିଶା ବିଧାନସଭା ଭୋଟ ଗଣତି…
ପ୍ରାରମ୍ଭିକ ପର୍ଯ୍ୟାୟ ଭୋଟ୍ ଗଣତି: ଓଡିଶା ଲୋକସଭା ଆସନରୁ କିଏ କେଉଁଠୁ ଆଗୁଆ… ଓଡ଼ିଶା ସମ୍ବାଦ ବ୍ୟୁରୋ ଭୁବନେଶ୍ୱର : ପ୍ରାରମ୍ଭିକ ଭୋଟ୍ ଗଣତି ଚାଲିଥିବା ବେଳେ ପୁରୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଆଗୁଆ ରହିଛନ୍ତି । ସେହିପରି ଉକ୍ତ ଆସନରୁ ବିଜେଡି ପ୍ରାର୍ଥୀ ମହେଶ୍ୱର ମହାନ୍ତି ମଧ୍ୟ ଆଗୁଆ ରହିଛନ୍ତି । ଆଗୁଆ- ବ୍ରହ୍ମଗିରି - ଲଳିତେନ୍ଦୁ ମହାପାତ୍ର (ବିଜେପି )।…
ଲୋକସଭା ନିର୍ବାଚନ: ଏନଡ଼ିଏ ୩୪୧, ୟୁପିଏ ୯୨ ଏବଂ ଅନ୍ୟାନ୍ୟ ୯୫ ଆସନରେ ଆଗୁଆ ଓଡ଼ିଶା ସମ୍ବାଦ ବ୍ୟୁରୋ ନୂଆଦିଲ୍ଲୀ: ଦେଶରେ ୨୦୧୯ ସାଧାରଣ ନିର୍ବାଚନର ଆଜି ଭୋଟ୍ ଗଣତି ଆଗେଇ ଚାଲିଛି । ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ ହୋଇଥିବା ଭୋଟ ଗଣତି ଅନୁଯାୟୀ ସମୁଦାୟ ୫୪୨ଟି ଆସନ ମଧ୍ୟରୁ ବିଜେପି ନେତୃତ୍ୱାଧିନ ଏନଡ଼ିଏ ୩୪୧ଟି ଆସନରେ ଆଗରେ ରହିଥିବା ବେଳେ କଂଗ୍ରେସ ନେତୃତ୍ୱରେ ପରିଚାଳିତ ୟୁପିଏ ୯୨ଟି ଆସନରେ…
ରାହୁଲ ଗାନ୍ଧୀ ୱାଏନଡରେ ଆଗୁଆ, ଆମେଠି ଆସନରେ ପଛୁଆ ଓଡ଼ିଶା ସମ୍ବାଦ ବ୍ୟୁରୋ ନୂଆଦିଲ୍ଲୀ : ସାରା ଦେଶରେ ଭୋଟ ଗଣତି ଆରମ୍ଭ ହୋଇଥିବାବେଳେ ରାଜନୈତିକ ମାହୋଲ ଏକପ୍ରକାର ସରଗରମ ହୋଇଉଠିଛି । ଏହି ପରିପ୍ରେକ୍ଷୀରେ କେରଳର ୱାଏନଡ୍ ଆସନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଗୁଆ ରହିଥିବା ଜଣାପଡିଛି । ତେବେ ରାହୁଲ ପ୍ରତିଦ୍ୱନ୍ଦୀତା କରୁଥିବା ଅନ୍ୟ ଏକ ଆସନ…
ନିର୍ବାଚନ ୨୦୧୯: ଉଭୟ ବିଧାନସଭା ଓ ଲୋକସଭା ପ୍ରାରମ୍ଭିକ ଗଣତିରେ ବିଜେଡି ଆଗୁଆ ଓଡ଼ିଶା ସମ୍ବାଦ ବ୍ୟୁରୋ ଭୁବନେଶ୍ୱର : ଓଡିଶା ଲୋକସଭା ଓ ବିଧାନସଭା ନିର୍ବାଚନର ଫଳାଫଳା ଗଣତି ଆରମ୍ଭ ହୋଇଥିବାବେଳେ ବିଜେପି ଓ କଂଗ୍ରେସ ଠାରୁ ଶାସକ ଦଳ ବିଜେଡି ଆଗୁଆ ରହିଛି । ଓଡିଶାରେ ୧୪୬ ବିଧାନସଭା ଆସନରୁ ବିଜେଡି ୪୭ଟି ଆସନ ଅକ୍ତିଆର କରିଥିବା ବେଳେ ବିଜେପି ଓ କଂଗ୍ରେସ କ୍ରମଶଃ- ୧୬ ଓ ୨ଟି ସିଟରେ ଆଗୁଆ…
ଜାଣନ୍ତୁ, କେମିତି କଟିବ ଆଜି ଦିନ… ଓଡ଼ିଶା ସମ୍ବାଦ ବ୍ୟୁରୋ ଆଜିର ରାଶି ଫଳ ୨୩-୦୫-୨୦୧୯ ଗୁରୁବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ମେ ମାସ ତା ୨୩ ରିଖ ଗୁରୁବାର ବୃଷ ୯ ଦିନ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ଉତ୍ତରା ଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ତୁଳା କୁମ୍ଭ ରାଶିର ଘାତ ବାର…
ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଜୁନ୍ ୩ରୁ ଆରମ୍ଭ ହେବ ‘ସୋଆ ସମର୍ ଟେକ୍ନୋକ୍ୟାମ୍ପ’ ଓଡ଼ିଶା ସମ୍ବାଦ ବ୍ୟୁରୋ ଭୁବନେଶ୍ୱର : ‘ଦ୍ୱିତୀୟ ସୋଆ ସମର୍ ଟେକ୍ନୋକ୍ୟାମ୍ପ’ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଲାଗି ଆସନ୍ତା ଜୁନ୍ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ଠାରେ…
ବାତ୍ୟା ପ୍ରପୀଡିତଙ୍କୁ ଓଡିଶା ପୋଲିସର ସହାୟତା ଓଡ଼ିଶା ସମ୍ବାଦ ବ୍ୟୁରୋ ଭୁବନେଶ୍ୱର : ବାତ୍ୟା ‘ଫନୀ’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଓଡିଶାର ଲୋକମାନଙ୍କୁ ସହାୟତା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଓଡିଶା ପୋଲିସ ପକ୍ଷରୁ ୧,୬୧,୬୧,୪୧୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ଡିଜିପି ଆରପି ଶର୍ମାଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀମାନେ…