ଖୁବଶୀଘ୍ର ଓଡିଶା ଲାଗି କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା ହେବ: ନିରଞ୍ଜନ
ଭୁବନେଶ୍ୱର : ଓଡିଶା ଲାଗି ଖୁବଶୀଘ୍ର କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା କରାଯିବ ବୋଲି ବୁଧବାର ଦିନ ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି ।
ନୂଆଦିଲ୍ଲୀରୁ ଫେରିବା ପରେ ଶ୍ରୀଯୁକ୍ତ ନିରଞ୍ଜନ ଗଣମାଧ୍ୟମକୁ ସୂଚନା ଦେଇ…