ଓପିନିୟନ ପୋଲ୍: ୨୮୫ ଆସନ ସହିତ ଏନଡ଼ିଏକୁ ପୂର୍ଣ୍ଣ ବହୁମତ ମିଳିବା ସମ୍ଭାବନା
ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ ଏନଡ଼ିଏ ୨୭୨ ମ୍ୟାଜିକ୍ ନମ୍ବରକୁ ଅତିକ୍ରମ କରି ୨୮୫ ଆସନ ସହିତ ପୁନର୍ବାର କ୍ଷମତାସୀନ ହେବ ବୋଲି ଇଣ୍ଡିଆ ଟିଭି-ସିଏନଏକ୍ସ ଓପିନିୟନ ପୋଲ ଟିଭି ଚ୍ୟାନେଲରେ ପ୍ରକାଶିତ କରିଛି ।
ଏହି…