ପ୍ରଚଣ୍ଡ ବଜ୍ରପାତରେ ଜଣେ ମୃତ ଓ ୫ ଗୁରୁତର ଆହତ
ଅନୁଗୁଳ/ଢେଙ୍କାନାଳ : ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଜମବାର ଗ୍ରାମରେ ଘଡଘଡି ଓ ବଜ୍ରପାତ ଫଳରେ ଗୁରୁବାର ସନ୍ଧ୍ୟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ।
ମୃତ ମହିଳାଙ୍କ ନାମ ସୁକାନ୍ତି ସାହୁ (୪୦) ବୋଲି ଜଣାପଡିଛି ।
ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ସନ୍ଧ୍ୟା ପ୍ରାୟ ୪ଟା…