୩ ବର୍ଷ ପରେ ପୁଣି ଏକାଠି ହେଲେ ହିଟ୍ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତା
ଭୁବନେଶ୍ୱର : ଅନେକ ଦିନର ବ୍ୟବଧାନ ପରେ ପୁଣି ବଡ ପରଦାରେ ଏକାଠି ନଜର ଆସିବେ ରୋମାଣ୍ଟିକ୍ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତା ।
ଓଡିଆ ସିନେ ଜଗତର ଚକଲେଟ୍ ହିରୋ ସବ୍ୟସାଚୀ ମିଶ୍ର ଓ ଚୁଲବୁଲି ଅର୍ଚ୍ଚିତା ସାହୁ ପାଖାପାଖି ୩ବର୍ଷ ପରେ ଏକାଠି ବଡ ପରଦାରେ ନଜର ଆସିବେ । ଯାହାଙ୍କ ଯୋଡିକୁ…