ଓଡ଼ିଶା ବିଧାନସଭା ଓ ଲୋକସଭା ନିର୍ବାଚନ: ଜାଣନ୍ତୁ କେଉଁ ଜିଲ୍ଲାରେ କେବେ ହେବ ମତଦାନ
ଭୁବନେଶ୍ୱର: ରବିବାର ଦିନ ବହୁ ପ୍ରତିକ୍ଷୀତ ବିଧାନସଭା ଏବଂ ଲୋକସଭା ନିମନ୍ତେ ନିର୍ବାଚନ ତାରିଖ ଘୋଷଣା ହେବା ସହିତ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯାଇଛି । ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଉଭୟ ରାଜ୍ୟ ବିଧାନସଭା ଏବଂ ଲୋକସଭା ନିର୍ବାଚନର ମତଦାନ ଏକସଙ୍ଗେ ହେବାର ନିଷ୍ପତ୍ତି ନେଇଛନ୍ତି…