Latest Odisha News

BREAKING NEWS

ସିଏଏ ପ୍ରଦର୍ଶନ ବେଳେ ଜାମିଆ ବିଶ୍ୱବିଦ୍ୟାଳୟରେ ଫୁଟିଲା ଗୁଳି

ନୂଆଦିଲ୍ଳୀ: ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ ନିକଟରେ ଫୁଟିଲା ଗୁଳି । ନାଗରିକତା ସଂଶୋଧନ ଆଇନକୁ ନେଇ ବିକ୍ଷୋଭ ପ୍ରଦର୍ଶନ ଚାଳିଥିବା ବେଳେ ଜଣେ ଯୁବକ ସ୍ପଷ୍ଟ ଦିବାଲୋକରେ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ କରିଛି । ଏଥିରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ତାଙ୍କୁ ଦିଲ୍ଳୀ ସ୍ଥିତ ଏମ୍ସ…

ନିର୍ଭୟା ଗଣଦୁଷ୍କର୍ମ ମାମଲା: ଅକ୍ଷୟର କ୍ୟୁରେଟିଭ ପିଟିସନ୍ ଖାରଜ

ନୂଆଦିଲ୍ଲୀ: ନୀତି ନିର୍ଭୟା ଦୋଷୀଙ୍କ ଚାଲିଛି ନୂଆ ନୂଆ ଚାଲ । ଆଇନର ଗଳାବାଟ ଦେଇ ଫାଶିରୁ ବଚିଂବା ପାଇଁ ଅଭିଯୁକ୍ତମାନେ ଗୋଟିଏ ପରେ ଗୋଟିଏ ଆବେଦନ କରୁଛନ୍ତି । ଫାଶି ଖୁଂଟରେ ଝୁଲିିବା ତାରିଖକୁ ଘୁଂଚାଇବା ପାଇଁ ପୁଣି ଥରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି ନିର୍ଭୟା ଦୋଷୀ ଅକ୍ଷୟ ସିଂହ ।…

ଟ୍ରକ ତଳେ ଚାପି ହୋଇ ଦନ୍ତା ହାତୀ ମୃତ

ଢ଼େଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲାରେ ଏକ ଦ୍ରୁତଗାମୀ ଟ୍ରକ ତଳେ ଚାପି ହୋଇ ଦନ୍ତା ହାତୀର ମୃତ୍ୟୁ ଘଟିଛି । ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ଗୁରୁବାର ଢ଼େଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଅଧିନରେ ଥିବା ଜୀବନଖୋଲ ଆଶ୍ରମ ପାଖ ୫୫…

ଅପରାହ୍ନ ସୁଦ୍ଧା ରାଜ୍ୟର ଏହି ୧୦ ଜିଲ୍ଲାରେ ଘଡ଼ଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଗୁରୁବାର ଅପରାହ୍ନ ୪.୩୦ ମଧ୍ୟରେ ରାଜ୍ୟର ୧୦ ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା ଓ…

କେରଳରେ କରୋନା ଆକ୍ରାନ୍ତ, ଚୀନରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୧୭୦

କେରଳ: କେରଳରେ ଭାରତର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେରଳର ଜଣେ ଛାତ୍ର କରୋନା ଭୁତାଣୁରେ ଆକ୍ରନ୍ତା ହୋଇଛନ୍ତିି । ତାଙ୍କ ସ୍ୱାସ୍ଥ୍ୟବସ୍ଥ ସ୍ଥିର ଥିବା ଜଣାପଡିଛି । ଚୀନ୍‌ର ୟୁହାନ ବିଶ୍ୱାବିଦ୍ରାଳୟରେ ପାଠ ପଢ଼ିଥିବା ଏହି ଛାତ୍ର ଜଣକ ନିକଟରେ କେରଳ ଫେରିଥିଲେ । ସେ…

କ୍ରିକେଟ ୟୁନିଫର୍ମରେ ସାମ୍ନାକୁ ଆସିଲା ତାପସୀଙ୍କ ଆଗାମୀ ଫିଲ୍ମର ପ୍ରଥମ ଲୁକ୍…

ମୁମ୍ବାଇ: ନିଜ ନିଖୁଣ ଅଭିନୟର ଯାଦୁ ଦର୍ଶକଙ୍କ ମନରେ ଭାରି ଦେଇଥିବା ବଲିଉଡର ଟ୍ୟାଲେଣ୍ଟେଡ଼ ଅଭିନେତ୍ରୀ ତାପସୀ ପନ୍ନୁ ନଜର ଆସିଛନ୍ତି କ୍ରିକେଟ କସଟ୍ୟୁମରେ । ତାପସୀଙ୍କ ଆଗାମୀ ଚଳଚ୍ଚିତ୍ରର ଏହା ଫାଷ୍ଟ ଲୁକ ବୋଲି ଜଣାପଡିଛି । “I have always been asked who’s your…

କାର୍ଯ୍ୟରେ ଦାୟିତ୍ୱହୀନତା ଯୋଗୁଁ ନିଲମ୍ବିତ ହେଲେ ପୋଲିସ ଅଧିକାରୀ

କଟକ: ପୋଲିସ ମହା ନିର୍ଦ୍ଦେଶକ( ଡିଜିପି) ଅଭୟ ସାହୁ ମଙ୍ଗଳବାର ଦିନ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଆଇଆଇସି ପ୍ରମୋଦ କୁମାର ଲେଙ୍କାଙ୍କୁ କାର୍ଯ୍ୟରେ ଅନିୟମିତା ଓ ବିଶୃଙ୍ଖଳିତ ଆଚରଣ ପାଇଁ  ନିଲମ୍ବନ କରିଛନ୍ତି । ନିଲମ୍ବନ ଅବଧି ମଧ୍ୟରେ ପ୍ରମୋଦ ତାଳଚେର ଉତ୍ତର ମଧ୍ୟ…

କରୋନା ଭାଇରସ୍ ଆତଙ୍କ: ସଂକ୍ରମଣ ରୋକିବ ହୋମିଓପ୍ୟାଥି !

ନୂଆଦିଲ୍ଲୀ:ଆୟୁଷ ମନ୍ତ୍ରାଳୟ ବୁଧବାର ଦିନ ସ୍ୱାସ୍ଥ୍ୟ ସମ୍ପର୍କିତ ଆଡଭାଇଜରି ଜାରି କରି କହିଛି କି, ହୋମିଓପାଥିକ ଓ ୟୁନାନୀ ଔଷଧ କରୋନା ଭାଇରସ ସଂକ୍ରମଣକୁ ରୋକିବାରେ ସହାୟତା କରିପାରେ । ହୋମିଓପାଥିକ ଗବେଷଣାର କେନ୍ଦ୍ରୀୟ ପରିଷଦର ବୈଜ୍ଞାନିକ ଓ ପରାମର୍ଶଦାତାଙ୍କ ସହ ମଙ୍ଗଳବାର ଦିନ…

ଆସନ୍ତାବର୍ଷଠୁ ବାଧ୍ୟତାମୂଳକ ହେବ +୨ ପ୍ରଥମ ବାର୍ଷିକ ପରୀକ୍ଷା: ମନ୍ତ୍ରୀ

ଭୁବନେଶ୍ୱର: ଯୁକ୍ତ୨ ପରୀକ୍ଷାରେ ଗଣଶିକ୍ଷା ବିଭାଗର ବଡ ସଂସ୍କାରକୁ ବିରୋଧ ପରେ ଆସନ୍ତାଶିକ୍ଷା ବର୍ଷରୁ ଏହାକୁ ବାଧ୍ୟତାମୂଳକ କରାଯିବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ, ପିଲାଙ୍କୁ ଫେଲ କରିବା…

ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ରାଜଘଟ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦୀ

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଆଜି ହେଉଛି ୭୨ ତମ ଶ୍ରାଦ୍ଧ ବାର୍ଷିକ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଘଟ ଯାଇ ରାଷ୍ଟ୍ର ନାୟକ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପୂର୍ବତନ…