Latest Odisha News

BREAKING NEWS

କେମିତି ହେଲା ଅନ୍ତର୍ଜାତୀୟ ଆତଙ୍କବାଦୀ ବାଗଦାଦୀର ପତନ, ଦେଖନ୍ତୁ ଭିଡିଓ !

ୱାସିଂଟନ୍: ଅନ୍ତର୍ଜାତୀୟ ଆତଙ୍କବାଦୀ ତଥା ଇସଲାମିକ ଷ୍ଟେଟ୍(ଆଇଏସ)ର ମୁଖ୍ୟ ଅବୁ ବକର ଅଲ୍ ବାଗଦାଦୀ ନିକଟ ଅତୀତରେ ସେନା ଆକ୍ରମଣରେ ନିହତ ହୋଇଛି । ବାଗଦାଦୀ ବିରୋଧରେ ହୋଇଥବା ସେନାର ଏୟାର ଷ୍ଟ୍ରାଇକ୍ ସମ୍ପର୍କରେ ଏକ ଭିଡିଓ ଜାରି କରାଯାଇଛି ୟୁଏସ୍ ସେଣ୍ଟ୍ରାଲ୍ କମାଣ୍ଡ ପକ୍ଷରୁ ।…

ଜୀବଜନ୍ତୁଙ୍କୁ ଭଲପାଉଥିବା ଲୋକଙ୍କ ପାଇଁ ସ୍ୱର୍ଗଠାରୁ ବଳି ‘ଦୁଧ୍‌ଓ୍ବା ରାଷ୍ଟ୍ରୀୟ ଉଦ୍ୟାନ’

ଭୁବନେଶ୍ୱର: ଉତ୍ତରପ୍ରଦେଶ ରାଜ୍ୟ ଲକ୍ଷିମପୁର ଖେରୀ ଜିଲ୍ଳାରେ ରହିଛି ଏକ ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର । ଯାହାର ନାମ ଦୁଧ୍‌ଓ୍ବା ରାଷ୍ଟ୍ରୀୟ ଉଦ୍ୟାନ।ଏହାକୁ ଉତ୍ତରପ୍ରଦେଶର ଏକ ବଡ଼ ତଥା ସମୃଦ୍ଧ ଜୈବବିବିଧତା କ୍ଷେତ୍ର ବୋଲି ମଧ୍ୟ କୁହାଯାଏ । ଏହା ମୁଖ୍ୟତଃ ବାଘ ଓ ବାରଶିଙ୍ଗାଙ୍କ ପାଇଁ…

ମଧୁମେହ ରୋଗର ନିଶ୍ଚିତ ପ୍ରତିକାର ରହିଛି ଏହି ପରିବାରେ !

ଭୁବନେଶ୍ୱର: କଥାରେ ଅଛି ଯାହା ପାଟିକୁ ପିତା ତାହା ଦେହକୁ ହିତ । କଲରା ପାଟିକୁ ପିତା ଲାଗୁଥିଲେ ମଧ୍ୟ ଏହା ଶରୀର ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ବିଶେଷକରି ମଧୁମେହ ରୋଗୀଙ୍କ ପାଇଁ ଏହା ରାମବାଣ ପରି କାର୍ଯ୍ୟ କରିଥାଏ । କଲରାରେ ଆଇରନ୍‌, ମାଗ୍ନେସିୟମ ଏବଂ ଭିଟାମିନ୍‌-ସି…

୫ଟି’ ବ୍ୟବସ୍ଥା ସୁଶାସନର ପ୍ରତୀକ ନୁହେଁ: ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର: ଓଡିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ୫ଟି’ ବ୍ୟବସ୍ଥାକୁ ପୁରୁଣା ଶାସନ ପ୍ରଣାଳୀ ବୋଲି କହିଛନ୍ତି ବିଜେପି ନେତା ତଥା ପୂର୍ବତନ ଆଇଏଏସ୍ ଅଧିକାରୀ ଅପରାଜିତା ଷଡଙ୍ଗୀ । “୫ଟି (ପାରଦର୍ଶିତା, ଟିମ୍ ୱାର୍କ, ପ୍ରଦ୍ୟୋଗିକ, ସମୟ ଓ ପରିବର୍ତ୍ତନ) ରାଜ୍ୟ ସରକାରଙ୍କର ଏକ…

‘ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ’ଙ୍କ ଜୟନ୍ତୀ: ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ ଓ ମୋଦି

ଭୁବନେଶ୍ୱର: ‘ଲୌହ ମାନବ’ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ମୋଦି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏନେଇ ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ବଲିଉଡ କଳାକାର ନୱାଜୁଦ୍ଦିନଙ୍କୁ ମିଳିଲା ‘ଗୋଲଡେନ୍ ଡ୍ରାଗନ୍ ଆୱାର୍ଡ’

ମୁମ୍ବାଇ: ବଲିଉଡ ଜଗତର ଭର୍ସାଟାଇଲ୍ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ବିଦେଶ ମାଟିରେ ଗୋଲଡେନ୍ ଡ୍ରାଗନ୍ ଆୱାର୍ଡରେ ସମ୍ମାନିତ କରାଯାଇଛି । ନିକଟରେ କାର୍ଡିଫ୍ ଇଣ୍ଟରନ୍ୟାସନାଲ ଆୱାର୍ଡ ଉତ୍ସବରେ ନୱାଜୁଦ୍ଦିନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।…

ଟ୍ରେନରେ ଲାଗିଲା ନିଆଁ, ୧୬ରୁ ଅଧିକ ଯାତ୍ରୀ ମୃତ

ଇସଲାମାବାଦ: ପାକିସ୍ତାନର କରାଚିରୁ ରାୱଲପିଣ୍ଡି ଅଭିମୁଖେ ଯାଉଥିବା ତେଜଗମ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ଯାହାଫଳରେ ୧୬ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୩୧-୧୦-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ୩୧ ରିଖ ଗୁରୁବାର ତୁଳା ୧୪ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ଜ୍ଯେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର ଘାତ ବାର-:…

ସୁନା

ସୁନା ଅନୁରାଧା ମିଶ୍ର ଦିନେ ଦେଖିଲି ମୁଁ ସୁନାକୁ ପାଖରୁ ଅତି ପାଖରୁ! ଦାଉ ଦାଉ ନିଆଁରେ ଜଳି କେମିତି ସେ ଦିଶୁଥିଲା ଉଜ୍ଜ୍ୱଳ! ଠିକ୍ ସେମିତି ମନେହେଲା ମୋତେ ତୁମ ହାତ ଧରିବା ଦିନଠୁଁ ମୁଁ ବି ଜଳୁଥିଲି ଏମିତି କେବେ ଅଶ୍ରୁରେ ତ କେବେ ପ୍ରେମରେ! ଏ ଜଳିବାର ଅନ୍ୟ ନାମଟା…

ଏହିଭଳି ଭାବେ ନିଅନ୍ତୁ କେଶର ଯତ୍ନ !

ଭୁବନେଶ୍ୱର: ଖାସକରି ମହିଳାମାନେ ଲମ୍ବା ଓ ସୁସ୍ଥ କେଶ ରଖିବାକୁ ପସନ୍ଦ କରିଥାଆନ୍ତି। କିନ୍ତୁ ଅନେକ ସମୟରେ କେଶ ଶୁଷ୍କ, କେଶରୁ ଝାଳ ବାହାରିବା ତଥା କେଶ ମୂଳ କୁଣ୍ଡେଇ ହୋଇଥାଏ । ଯାହାଫଳରେ କେଶ ଝଡିବା ଭଳି ସମସ୍ୟା ଦେଖାଦେଇଥାଏ। ତେବେ ଜାଣନ୍ତୁ, ଘରୋଇ ଉପାୟରେ କିପରି ନେବେ କେଶର ଯତ୍ନ…