ଇନ୍ଦିରାଗାନ୍ଧୀ ବିମାନ ବନ୍ଦରରୁ ଆରଡିଏକ୍ସ ଜବତ !
ଭୁବନେଶ୍ୱର: ଦିଲ୍ଲୀସ୍ଥିତ ଇନ୍ଦିରାଗାନ୍ଧୀ ବିମାନ ବନ୍ଦରରୁ ସନ୍ଦେହଜନକ ଭାବେ ଶୁକ୍ରବାର ଏକ ବ୍ୟାଗ୍ ଜବତ କରାଯାଇଛି । ସେଥିରେ ବିପୁଳ ପରିମାଣର ବିସ୍ଫୋଟକ ସାମଗ୍ରୀ ରହିଥିବା ନେଇ ଆଶଙ୍କା କରାଯାଉଛି ।
ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଶୁକ୍ରବାର ଭୋର୍ ପ୍ରାୟ ୩ଟାରେ ଏହି…