ମୌସୁମୀ ବୃଷ୍ଟିପାତ: ଆସନ୍ତା ୩୬ ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର : ଦକ୍ଷିଣ ପଶ୍ଚିମ ମୌସୁମୀ ବୃଷ୍ଟିପାତ ଓଡ଼ିଶାର ୧୫ ଜିଲ୍ଲାରେ ଏବଂ ରବିବାର ଦିନ ୫ଟି ଜିଲ୍ଲାରେ ଅନୁଭୂତ ହୋଇଛି । ତେବେ ଆସନ୍ତା ୩୬ ଘଣ୍ଟା ମଧ୍ୟରେ ସମଗ୍ର ଓଡ଼ିଶାରେ ମୌସୁମୀ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା…